Advertisment

Police Action Triggers Chaos: ବେଆଇନ୍ ବାଲି ଚାଲାଣ ଉପରେ ପୋଲିସର ଆକ୍ସନ, ଭୟରେ ରାସ୍ତା ଉପରେ ବାଲି ଢାଳିଦେଲେ ହାଇୱା ଡ୍ରାଇଭର

ଭଦ୍ରକରେ ବେଆଇନ୍ ବାଲି ଚାଲାଣ ଉପରେ ପୋଲିସ ଆକ୍ସନ। ଭୟରେ ରାସ୍ତା ଉପରେ ବାଲି ଢାଳିଦେଲେ ହାଇୱା ଡ୍ରାଇଭର। ଏବେ ସାଧାରଣରେ ପ୍ରଶ୍ନ, ପିପିଲି ଭଳି ଏଠି ଘଟିବନି ତ ଦୁର୍ଘଟଣା ?

Sand

Sand Photograph: (OTV)

Advertisment

ଭଦ୍ରକରେ ବେଆଇନ୍ ବାଲି ଚାଲାଣ ଉପରେ ପୋଲିସ ଆକ୍ସନ। ଭୟରେ ରାସ୍ତା ଉପରେ ବାଲି ଢାଳିଦେଲେ ହାଇୱା ଡ୍ରାଇଭର। ଏବେ ସାଧାରଣରେ ପ୍ରଶ୍ନ, ପିପିଲି ଭଳି ଏଠି ଘଟିବନି ତ ଦୁର୍ଘଟଣା ? ଆଜି ସକାଳୁ ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଓ କରି ୨୫ଟି ବେଆଇନ ବାଲି ବୋଝେଇ ହାଇୱାକୁ ବନ୍ତ ପୋଲିସ ଜବତ କରିଛି।

Advertisment

ପୋଲିସ ପିଛା କରୁଥିବା ଦେଖି ଆଉ କିଛି ହଇୱା ଭୟରେ ରାସ୍ତା ପାର୍ଶ୍ୱରେ ବାଲି ଢାଳି ଦେଇଛନ୍ତି। ପୋଲିସ ସେହି ସବୁ ଗାଡିକୁ ଅଟକ ରଖି ତଦନ୍ତ ଚଳାଇଛି। ୫ ହାଇୱା ଚାଳକଙ୍କୁ ଅଟକ ରଖି ଯାଞ୍ଚ ଚାଲିଛି। ଆନନ୍ଦପୁର ବୈତରଣୀ ନଦୀର ବିଭିନ୍ନ ଘାଟରୁ ଏମାନେ ବାଲି ବୋଝେଇ କରି ଭଦ୍ରକ ଚାଲାଣ କରୁଥିବା ଜଣାପଡିଛି ।  

  
ଭଦ୍ରକରେ ବେଆଇନ୍ ବାଲି ଚାଲାଣ ଉପରେ ପୋଲିସର ଆକ୍ସନ

ଭୟରେ ରାସ୍ତା ଉପରେ ବାଲି ଢାଳିଦେଲେ ହାଇୱା ଡ୍ରାଇଭର
ବନ୍ତରେ ୫୩ ନମ୍ବର ରାଜ୍ୟ ରାଜପଥରରେ ପୋଲିସର ରେଡ୍
୨୫ଟି ବାଲି ବୋଝେଇ ହାଇୱା ଜବତ, ୫ ଡ୍ରାଇଭର ଅଟକ 

Advertisment
Sand Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ