Advertisment

୨୩ରେ କେନ୍ଦ୍ରାପଡ଼ା ଆସିବେ ମୋଦି

ଭୁବନେଶ୍ୱର: ଏପ୍ରିଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡାର ବାରୁଅଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ସମସ୍ତ ଲୋକସଭା ସିଟ୍‌ରେ ଜିତିବ ଏବଂ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି କରିଛନ୍ତି। ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ […]

୨୩ରେ କେନ୍ଦ୍ରାପଡ଼ା ଆସିବେ ମୋଦି

pm modi

Advertisment

ଭୁବନେଶ୍ୱର: ଏପ୍ରିଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡାର ବାରୁଅଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

Advertisment

ଏଥିସହ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ସମସ୍ତ ଲୋକସଭା ସିଟ୍‌ରେ ଜିତିବ ଏବଂ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି କରିଛନ୍ତି।

ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ। ସେହିଦିନ ମୋଦି ସମ୍ବଲପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ଭୁବନେଶ୍ୱରରେ ଏକ ରୋଡ୍‌ ଶୋ’ ମଧ୍ୟ କରିଥିଲେ। ଏହାପୂର୍ବରୁ  ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ