Advertisment

ଜିରୋ ରେଜଲ୍ଟ: ୧୫ କଲେଜକୁ ନୋଟିସ୍‌

ଭୁବନେଶ୍ୱର: +୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନ ହେବ ସେନେଇ କାରଣ ଦର୍ଶାଇବାକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍‌ ହୋଇଛି। ୭ ଦିନ ଭିତରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, +୨ ବିଜ୍ଞାନରେ ୨୦ଟି କଲେଜରେ ଶତପ୍ରତିଶତ ପିଲା […]

ଅଦ୍ୟତନ ହୋଇଛି
ଜିରୋ ରେଜଲ୍ଟ: ୧୫ କଲେଜକୁ ନୋଟିସ୍‌

results

Advertisment

ଭୁବନେଶ୍ୱର: +୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା୧୫ଟି କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।

Advertisment

ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନ ହେବ ସେନେଇ କାରଣ ଦର୍ଶାଇବାକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍‌ ହୋଇଛି।

୭ ଦିନ ଭିତରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, +୨ ବିଜ୍ଞାନରେ ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି।

Advertisment

ପଢ଼ନ୍ତୁ: ୧୫ କଲେଜରେ ରେଜଲ୍ଟ ଜିରୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ