Advertisment

OTV Organizes Mini Marathon: ମିନି ମାରାଥନରେ ଯୋଗ ଦିଅନ୍ତୁ, ଫିଟ୍ ରୁହନ୍ତୁ

ଆସନ୍ତାକାଲି ବିଶ୍ୱ କ୍ୟାନସର ଦିବସ। ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ୍। ଆସନ୍ତାକାଲି ସକାଳ ସାଢେ ୬ଟାରୁ ଭୁବନେଶ୍ବର ଜାଭିୟର ରୋଡ୍ ସ୍ଥିତ ସରକାରୀ ପଲିଟେକନିକରୁ ଆରମ୍ଭ ହେବ ଏହି ମାରାଥନ୍।

OTV Organizes Mini Marathon

ମିନି ମାରାଥନରେ ଯୋଗ ଦିଅନ୍ତୁ, ଫିଟ୍ ରୁହନ୍ତୁ Photograph: (OTV)

Advertisment

ଆସନ୍ତାକାଲି ବିଶ୍ୱ କ୍ୟାନସର ଦିବସ। ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ୍। ଆସନ୍ତାକାଲି ସକାଳ ସାଢେ ୬ଟାରୁ ଭୁବନେଶ୍ବର ଜାଭିୟର ରୋଡ୍ ସ୍ଥିତ ସରକାରୀ ପଲିଟେକନିକରୁ ଆରମ୍ଭ ହେବ ଏହି ମାରାଥନ୍। 

Advertisment

ଏହି ଅବସରରେ ଆପଣମାନେ ଏଥିରେ ବହୁଳ ସଂଖ୍ୟାରେ ଯୋଗଦାନ କରି କ୍ୟାନସର ମୁକ୍ତ ବିଶ୍ୱ ଗଠନରେ ଭାଗିଦାର ହୁଅନ୍ତୁ। ତେବେ ଶାରିରୀକ ଭାବେ ଫିଟ୍ ବ୍ୟକ୍ତି ମାରାଥନରେ ଅଂଶଗ୍ରହଣ କରିବାକୁ ଅନୁରୋଧ।

World Cancer Day Otv OTV Mini Marathon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ