Advertisment

ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ, ପାସ୍‌ ହାର ୭୪.୯୫%

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍‌ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍‌ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ, ପାସ୍‌ ହାର ୭୪.୯୫%

results 44

Advertisment

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍‌ ହାର ୭୪.୯୫% ରହିଛି।

Advertisment

ଚଳିତ ବର୍ଷ ମୋଟ୍‌ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

  • ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି।
  • ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
  • ପାସ୍ ହାରରେ ନୟାଗଡ଼ ସର୍ବାଧିକ ଥିବାବେଳେ ଦେବଗଡ଼ ସର୍ବନିମ୍ନ ରହିଛି।
  • ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୪୦ ଜଣ ଛାତ୍ରଛାତ୍ରୀ।
  • ୨୯ଟି କଲେଜରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି।
  • ୨ଟି କଲେଜରେ କୌଣସି ପିଲା ପାସ୍ କରି ନାହାନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ