CM-VOCAL Photograph: (OTV)
ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଅପିଲ୍। ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ସୋସିଆଲ୍ ମିଡିଆ ଏକ୍ସରେ ଅପିଲ୍ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି। ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆହ୍ୱାନ। ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ। ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ...
ଭୋକାଲ୍ ଫର୍ ଲୋକାଲ୍ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ବାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ସମସ୍ତଙ୍କୁ ଗ୍ରହଣ କରିବାକୁ ‘ଏକ୍ସ’ରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
‘ସ୍ୱାବଲମ୍ବୀ ଓ ସ୍ୱଦେଶୀ ବ୍ୟବହାରକୁ ସ୍ମରଣ କରି ବୟନିକାରୁ ହସ୍ତତନ୍ତ ବସ୍ତ୍ର କିଣିଲି’
‘ସ୍ୱଦେଶୀ ଆନ୍ଦୋଳନରୁ ପ୍ରେରଣା ନେଇ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ’
‘ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବାକୁ ଆଗେଇ ଆସନ୍ତୁ’
‘ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ’
‘ସ୍ୱଦେଶୀ ବ୍ୟବହାରକୁ ସମର୍ଥନ କରି ଓଡ଼ିଶାକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/cm-vocal-2025-10-03-09-32-18.jpg)