କେମିତି ଆସିବେ ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ… Photograph: (OTV)
Advertisment
ଦୁବାଇ ସମେତ ଯୁଦ୍ଧ ଲାଗିଥିବା ବିଭିନ୍ନ ଦେଶରେ ଫସିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ବିଭାଗ ଉଦ୍ଧାର କରିବାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ।
Advertisment
ଓଡ଼ିଆ ହୁଅନ୍ତୁ କିମ୍ବା ଅନ୍ୟ ରାଜ୍ୟର ଲୋକ ହୁଅନ୍ତୁ ସେମାନେ ଯେମିତି ଅସୁବିଧାରେ ନପଡ଼ିବେ ଏବଂ ନିଜ ଦେଶକୁ ସୁରକ୍ଷିତ ଭାବେ ଫେରି ଆସିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
- କେମିତି ଆସିବେ ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ ?
- କେନ୍ଦ୍ର ସରକାରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
- ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
- କହିଲେ କେନ୍ଦ୍ର ସରକାର ନେଉଛନ୍ତି ସୁରକ୍ଷିତ ପଦକ୍ଷେପ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/pm-discusses-safe-evacuation-of-odias-2026-03-01-18-32-02.jpg)