Advertisment

ମ୍ୟାଜିକ୍‌ ନମ୍ବର ୨୭୨କୁ ଏକାକୀ ଅତିକ୍ରମ କଲା ବିଜେପି

ନୂଆଦିଲ୍ଲୀ : ୧୯ ଜନାଦେଶ ପରେ ଏବେ ଫଳାଫଳକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।  ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଏଥର ଏକାକୀ ଆବଶ୍ୟକୀୟ ସଂଖ୍ୟା୨୭୨କୁ ଅତିକ୍ରମ ଆସନ ଦଖଲ କରିଛି। ଏକଜିଟ୍ ପୋଲ୍ ଆକଳନକୁ ସତ ପ୍ରମାଣିତ କରି ୧୪ ଠାରୁ ବଡ଼ ମୋଦି ସୁନାମିରେ ଡୁବି ଯାଇଛନ୍ତି ପ୍ରାୟ ସବୁ ବିରୋଧୀ ଦଳ। ବିପୁଳ ବିଜୟ ସହ ଦ୍ୱିତୀୟ ଥର ପାଇଁ ଦେଶର […]

ମ୍ୟାଜିକ୍‌ ନମ୍ବର ୨୭୨କୁ ଏକାକୀ ଅତିକ୍ରମ କଲା ବିଜେପି

winning

Advertisment

ନୂଆଦିଲ୍ଲୀ : ୧୯ ଜନାଦେଶ ପରେ ଏବେ ଫଳାଫଳକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।  ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଏଥର ଏକାକୀ ଆବଶ୍ୟକୀୟ ସଂଖ୍ୟା୨୭୨କୁ ଅତିକ୍ରମ ଆସନ ଦଖଲ କରିଛି।

Advertisment

ଏକଜିଟ୍ ପୋଲ୍ ଆକଳନକୁ ସତ ପ୍ରମାଣିତ କରି ୧୪ ଠାରୁ ବଡ଼ ମୋଦି ସୁନାମିରେ ଡୁବି ଯାଇଛନ୍ତି ପ୍ରାୟ ସବୁ ବିରୋଧୀ ଦଳ। ବିପୁଳ ବିଜୟ ସହ ଦ୍ୱିତୀୟ ଥର ପାଇଁ ଦେଶର କ୍ଷମତା ରଜୁ ଧରିବାକୁ ଯାଉଛନ୍ତି ମୋଦି। ପୂରା ହୋଇଛି ବିଜେପି ମିଶନ୍ ୩ଶହ ପ୍ଲସ୍‌ର ସ୍ୱପ୍ନ। ଲୋକସଭାରେ ମୋଟ୍ ୫୪୫ ଆସନ  ଲାଗି ମ୍ୟାଜିକ୍ ନମ୍ବର ରହିଛି ୨୭୨। ହେଲେ ଏହି ସଂଖ୍ୟାଠାରୁ ଏକାକୀ ବିଜେପି ବହୁ ଆଗରେ। ଏନ୍‌ଡିଏ ମିଶିଲେ ଏହାର ସଂଖ୍ୟା ଆହୁରି ଅଧିକ ହେବ।

ତେଣୁ ଦେଶ ସାରା ବିଜେପି କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ