Advertisment

Crocodile Hunt: ବଉଳା କୁମ୍ଭୀରର ବାରହା ଶିକାର, କ୍ୟାମେରାରେ କଏଦ ଦୃଶ୍ୟ

ବାରହା ଶିକାର କଲା ବଉଳା କୁମ୍ଭୀର। ଚାହୁଁ ଚାହୁଁ ପାଣି ଭିତରକୁ ଟାଣି ନେଲା। ଭିତରକନିକା ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବିରାଟକାୟ ବଉଳା କୁମ୍ଭୀର ଏକ ଜଙ୍ଗଲୀ ବାରହା ଶିକାର କରିବା ଚିତ୍ର କ୍ୟାମେରାରେ କଏଦ ହୋଇଛି ।

CROCODILE

Crocodile Hunt Photograph: (OTV)

Advertisment

ବାରହା ଶିକାର କଲା ବଉଳା କୁମ୍ଭୀର। ଚାହୁଁ ଚାହୁଁ ପାଣି ଭିତରକୁ ଟାଣି ନେଲା। ଭିତରକନିକା ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବିରାଟକାୟ ବଉଳା କୁମ୍ଭୀର ଏକ ଜଙ୍ଗଲୀ ବାରହା ଶିକାର କରିବା ଚିତ୍ର କ୍ୟାମେରାରେ କଏଦ ହୋଇଛି । କୁମ୍ଭୀରର ଏଭଳି ଶିକାର କରୁଥିବା ଦେଖି ସ୍ଥାନୀୟ ତାଳଛୁଆ ରାଜେନ୍ଦ୍ର ନଗର ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। 

Advertisment


ବଉଳା କୁମ୍ଭୀରର ଲମ୍ବ ପ୍ରାୟ ୨୦ଫୁଟରୁ ଅଧିକ ହେବ। ଶିକାର କରିବା ପାଇଁ କୁମ୍ଭୀର ନଦୀ ମଧ୍ୟରୁ ଜଙ୍ଗଲକୁ ଉଠି ଆସିଥିଲା। ଏହାପରେ ବାରହା ଶିକାର କରି ପୁଣି ପାଣି ଭିତରକୁ ଯାଇଥିଲା । ତେବେ କୁମ୍ଭୀରର ଏହି ଶିକାର ଦେଖିବାକୁ ସ୍ଥାନୀୟ ଅଂଚଳରେ ଦୀର୍ଘ ସମୟ ଧରି ଭିଡ଼ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ