Advertisment

Job Scam Man Arrested: ହୋମଗାର୍ଡ ଚାକିରି ଦେବା ନାଁରେ ଠକେଇ, ୮ ଲକ୍ଷରୁ ଅଧିକ ଟଙ୍କା ଠକିନେଲେ

ଚାକିରି ନାଁରେ ୮ ଲକ୍ଷ ଠକେଇ; ଜଣେ ଗିରଫ। ସମ୍ୱଲପୁର: ହୋମଗାର୍ଡ ଚାକିରି ଦେବା ନାଁରେ ଠକେଇ। ଜଣକୁ ଗିରଫ କଲା ଧନୁପାଲି ଥାନା ପୋଲିସ୍। ୮ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ୬ ଜଣ ପ୍ରାର୍ଥୀଙ୍କଠାରୁ ୮ ଲକ୍ଷ ୩୬ ହଜାର ଟଙ୍କା ଠକେଇ।

Job Scam Man Arrested

ହୋମଗାର୍ଡ ଚାକିରି ଦେବା ନାଁରେ ଠକେଇ Photograph: (OTV)

Advertisment

ଚାକିରି ଦେବା ନାଁରେ ବଡ଼ ଠକେଇ, ଜଣେ ଗିରଫ। ହୋମଗାର୍ଡ ଚାକିରୀ କରାଇ ଦେବା ପାଇଁ ଚାକିରୀ ଆଶାୟୀ ଯୁବକଙ୍କ ଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସମ୍ବଲପୁର ଧନୁପାଲି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଧନୁପାଲି ଥାନା ଟାରଭାଟି ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।

Advertisment

ଯୁଯୁମୁରା ବ୍ଲକ ଅଞ୍ଚଳର ୬ ଜଣ ପ୍ରାର୍ଥୀଙ୍କଠାରୁ ୮ ଲକ୍ଷ ୩୬ ହଜାର ଟଙ୍କା ନେଇଥିଲା ଅଭିଯୁକ୍ତ। ତେବେ ହୋମଗାର୍ଡ ଚାକିରି ଲିଖିତ ପରୀକ୍ଷା ଫଳ ବାହାରିବା ପରେ ବି ସେମାନଙ୍କ ନାମ ଚୟନ ତାଲିକାରେ ନ ଥିବାରୁ ପ୍ରାର୍ଥୀ ମାନେ ଟଙ୍କା ମାଗିଥିଲେ। କିନ୍ତୁ ଦିଲ୍ଲୀପ ଆଉ ଟଙ୍କା ଫେରାଇନ ଥିଲା।

  • ଶେଷରେ ଚାକିରି ଆଶାୟୀ ପୋଲିସର ଦ୍ବାରସ୍ଥ ହୋଇଥିଲେ।
  • ଚାକିରି ନାଁରେ ୮ ଲକ୍ଷ ଠକେଇ; ଜଣେ ଗିରଫ
  • ସମ୍ୱଲପୁର: ହୋମଗାର୍ଡ ଚାକିରି ଦେବା ନାଁରେ ଠକେଇ
  • ଜଣକୁ ଗିରଫ କଲା ଧନୁପାଲି ଥାନା ପୋଲିସ୍
  • ୮ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ
  • ୬ ଜଣ ପ୍ରାର୍ଥୀଙ୍କଠାରୁ ୮ ଲକ୍ଷ ୩୬ ହଜାର ଟଙ୍କା ଠକେଇ
Advertisment
Job Scam Job Fraud Odihsa News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ