• Astrospeak
  • Live TV
  • Read In English

ଓଡ଼ିଶାରେ ଲକ୍‌ଡାଉନ୍ ଘୋଷଣା: ଜାଣନ୍ତୁ କ'ଣ ଖୋଲା ରହିବ, କ'ଣ ବନ୍ଦ ରହିବ...

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ…

lockdown in odisha
lockdown in odisha

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ।

ଲକ୍‌ଡାଉନ୍‌ ବେଳେ କେବଳ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କିଣି ପାରିବେ ଏହି ସମୟରେ ୫ ଶହ ମିଟର ଦୂର ମଧ୍ୟରେ ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ଚାଲି ଚାଲି ପନିପରିବା ଇତ୍ୟାଦି କିଣି ପାରିବେ। ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଜାଣନ୍ତୁ ଲକ୍‌ଡାଉନ୍ ବେଳେ କ’ଣ ଖୋଲା ରହିବ,  କ’ଣ ବନ୍ଦ ରହିବ ଓ କେଉଁସବୁ ସେବାକୁ ଅନୁମତି ମିଳିଛି…

ଲକ୍‌ଡାଉନ୍ ବେଳେ ଏହିସବୁ ସେବା ବନ୍ଦ ରହିବ…

ଏହିସବୁ ସେବାକୁ ଅନୁମତି ମିଳିବା ସହ ଖୋଲା ରହିବ ଏହିସବୁ ଜିନିଷ…

ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।