Advertisment

Koraput Withdraws Non-Veg Sale Ban: ହଟିଲା ଆମିଷ ବିକ୍ରି କଟକଣା, ହଟାଇଲେ କୋରାପୁଟ ଜିଲ୍ଲାପାଳ

ହଟିଲା ଆମିଷ ବିକ୍ରି କଟକଣା। କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ବନ୍ଦ ନିର୍ଦ୍ଦେଶନାମା ରଦ୍ଦ। ଆମିଷ ବିକ୍ରି କଟକଣା ହଟାଇଲେ କୋରାପୁଟ ଜିଲ୍ଲାପାଳ। ସୋସିଆଲ୍ ମିଡିଆରେ ସୂଚନା ଦେଲେ କୋରାପୁଟ ଜିଲ୍ଲାପାଳ।

Koraput Withdraws Non-Veg Sale Ban

ହଟିଲା ଆମିଷ ବିକ୍ରି କଟକଣା Photograph: (OTV)

Advertisment

କୋରାପୁଟ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ ନିର୍ଦ୍ଦେଶ ରଦ୍ଦ। କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ। ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଲେ ଜିଲ୍ଲାପାଳ।

Advertisment

ସୋମବାର ସାରା ଜିଲ୍ଲାରେ ଅଣ୍ଡା, ମାଛ, ଚିକେନ୍, ମଟନ୍ ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲେ। କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ତହସିଲଦାର, ବିଡିଓ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା।

  • ହଟିଲା ଆମିଷ ବିକ୍ରି କଟକଣା
  • କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ବନ୍ଦ ନିର୍ଦ୍ଦେଶନାମା ରଦ୍ଦ
  • ଆମିଷ ବିକ୍ରି କଟକଣା ହଟାଇଲେ କୋରାପୁଟ ଜିଲ୍ଲାପାଳ
  • ସୋସିଆଲ୍ ମିଡିଆରେ ସୂଚନା ଦେଲେ କୋରାପୁଟ ଜିଲ୍ଲାପାଳ
  • ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଲେ ଜିଲ୍ଲାପାଳ
  • ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ନିଷେଧ ଲଗାଇଥିଲେ
Advertisment
Republic Day Koraput Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ