Advertisment

Nisha Maharana Surrenders: କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା

କୋର୍ଟ ଗଲେ, ବେଲ୍ ନେଲେ ‘ନିଶା’। କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା। ବଲାଙ୍ଗିର କୋର୍ଟରେ ଆତ୍ମସମର୍ପଣ କଲେ। ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ। ବଲାଙ୍ଗିର ଟାଉନ୍ ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା।

Nisha Maharana Surrenders

କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା Photograph: (OTV)

Advertisment

କୋର୍ଟ ଗଲେ, ବେଲ୍ ନେଲେ ‘ନିଶା’। ଆଜି ବଲାଙ୍ଗିର କୋର୍ଟରେ ସରେଣ୍ଡର୍ କରିଛନ୍ତି ଆଇଟମ୍ ଡାନ୍ସର ନିଶା ମହାରଣା। ବଲାଙ୍ଗିର ଟାଉନ୍ ଥାନା ଅଞ୍ଚଳରେ ଅଶ୍ଳୀଳ ନୃତ୍ୟ ମାମଲାରେ ନିଶାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏନେଇ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ନିଶା। 

Advertisment

ହାଇକୋର୍ଟ ନିମ୍ନ କୋର୍ଟକୁ ଯିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ସେ କୋର୍ଟରେ ହାଜର ହୋଇଥିଲେ। ପରେ ତାଙ୍କୁ ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ୍ ମିଳିଛି।

  • କୋର୍ଟ ଗଲେ, ବେଲ୍ ନେଲେ ‘ନିଶା’ 
  • କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା
  • ବଲାଙ୍ଗିର କୋର୍ଟରେ ଆତ୍ମସମର୍ପଣ କଲେ
  • ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ
  • ବଲାଙ୍ଗିର ଟାଉନ୍ ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା
Advertisment
Bold Pics Nisha Maharana Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ