Advertisment

New Avenues for Odisha: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂଆ ସୁଯୋଗ ଆଣିଛି, ସୋସିଆଲ ମିଡିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ। ଆମେରିକାର ଶୁଳ୍କ କୋହଳ କାରଣରୁ ଏଣିକି ରପ୍ତାନୀ ସହଜ ହେବ।  ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ ।

Mohan Majhi

Mohan Majhi Photograph: (OTV)

Advertisment

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂଆ ସୁଯୋଗ ଆଣିଦେଇଛି । ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ। ଆମେରିକାର ଶୁଳ୍କ କୋହଳ କାରଣରୁ ଏଣିକି ରପ୍ତାନୀ ସହଜ ହେବ।  ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ ।

Advertisment

ବିଶ୍ବ ବଜାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁଳ୍କ ହ୍ରାସ ଯୋଗୁ ଓଡ଼ିଶା ନିର୍ମିତ ବସ୍ତ୍ର ଏବଂ ପୋଷାକର ରପ୍ତାନୀ ବୃଦ୍ଧି ପାଇବ । ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତର ଆମେରିକୀୟ ବଜାର ପ୍ରବେଶ ସହଜ ହେବ । 

ବୁଣାକାର ଓ ହସ୍ତତନ୍ତ ଶିଳ୍ପୀ ଉପକୃତ ହେବେ

ଓଡ଼ିଶାର ହସ୍ତତନ୍ତ, ଆଧୁନିକ ରେଡିମେଡ ପୋଷାକ ସବୁଠି ପହଞ୍ଚିବ: ମୁଖ୍ୟମନ୍ତ୍ରୀ
'ଆମେରିକାର ଶୁଳ୍କ କୋହଳ କାରଣରୁ ଏଣିକି ରପ୍ତାନୀ ସହଜ ହେବ'
'ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ' 
ଶୁଳ୍କ ହ୍ରାସ ଯୋଗୁ ଓଡ଼ିଶା ନିର୍ମିତ ବସ୍ତ୍ର ଏବଂ ପୋଷାକ ରପ୍ତାନୀ ବୃଦ୍ଧି ପାଇବ
ସମ୍ବଲପୁରୀ ଓ ଅନ୍ୟାନ୍ୟ ହସ୍ତତନ୍ତର ଆମେରିକୀୟ ବଜାର ପ୍ରବେଶ ସହଜ ହେବ
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା

Advertisment
Odisha Trade Deal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ