Advertisment

Illegal Firecracker Factory Busted: ବାଣ କାରଖାନାରେ ଚଢ଼ାଉ, ଗାଡି ଭର୍ତ୍ତି ବାଣ ଜବତ

ବେଆଇନ ବାଣ କାରଖାନାରେ ପୋଲିସର ଚଢ଼ାଉ। ଗାଡି ଭର୍ତ୍ତି ବାଣ ଜବତ କଲା ଜଳେଶ୍ୱର ପୋଲିସ। ଜଳେଶ୍ୱରରେ ପଶ୍ଚିମବାଡ଼ ଓ ଶାଳୀକୁଠାରେ ବାଣ ତିଆରି ଚାଲିଥିଲା ବେଳେ ପୋଲିସ ରେଡ୍‌ କରିଛି।

Firecracker Factory Busted

Firecracker Factory Busted Photograph: (OTV)

Advertisment

ବେଆଇନ ବାଣ କାରଖାନାରେ ପୋଲିସର ଚଢ଼ାଉ। ଗାଡି ଭର୍ତ୍ତି ବାଣ ଜବତ କଲା ଜଳେଶ୍ୱର ପୋଲିସ। ଜଳେଶ୍ୱରରେ ପଶ୍ଚିମବାଡ଼ ଓ ଶାଳୀକୁଠାରେ ବାଣ ତିଆରି ଚାଲିଥିଲା ବେଳେ ପୋଲିସ ରେଡ୍‌ କରିଛି। ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ।

Advertisment

ପାର୍ବଣ ଋତୁ ଆସିଲେ ଏହି ବ୍ୟକ୍ତିମାନେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସି ଏଠାରେ ବାଣ ତିଆରି କରିବା ସହିତ ଓଡ଼ିଶାରେ ବିଭିନ୍ନ ଜାଗାରେ ଚୋରା ବାଣ ବିକ୍ରି କରିଥାନ୍ତି। ଜବତ ବାଣକୁ ନଷ୍ଟ କରାଯିବ ବୋଲି ଜଳେଶ୍ୱର ପୋଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ