Advertisment

Hockey Pro League Begins: ହକି ପ୍ରୋ ଲିଗରେ ଆଜି ମୈଦାନକୁ ଓଲ୍ଲାଇବ ଭାରତ; ଭାରତ-ବେଲଜିୟମ କଡା ଟକ୍କର୍

ହକି ପ୍ରୋ ଲିଗରେ ଆଜି ମୈଦାନକୁ ଓଲ୍ଲାଇବ ଭାରତ। ଭାରତ-ବେଲଜିୟମ ମ୍ୟାଚ ହେବ କଡା ଟକ୍କର୍। ସୁନ୍ଦରଗଡର ୫ ଖେଳାଳୀ ଭାରତ ଟିମରେ ପ୍ରଦର୍ଶନ କରିବେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସାଢେ ୭ଟାରେ ମ୍ୟାଚ ଆରମ୍ଭ।

Hockey

Hockey Photograph: (OTV)

Advertisment

ହକି ଗଡରେ ହକି ଫିବର । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ପ୍ରୋ ଲିଗ୍ । ଆଜି ମୈଦାନକୁ ଓହ୍ଲାଇବ ଭାତର ଟିମ୍। ଭାରତର-ବେଲ୍ଜିୟମ ହେବେ ମୁହାଁମୁହିଁ। 

Advertisment

ସୁନ୍ଦରଗଡର ୫ ଖେଳାଳୀ ଭାରତ ଟିମରେ ପ୍ରଦର୍ଶନ କରିବେ। ଭାରତର ମ୍ୟାଚ ଦେଖିବାକୁ ହଜାର ହ୍ଜାର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ। ପ୍ରଥମ ଦିନରେ ହାଇ ଭୋଲ୍ଟେଜ୍ ମ୍ୟାଚରେ ବେଲଜିୟମ ଟିମ୍ ଅର୍ଜେନ୍ଟିନା ଟିମ୍କୁ ୫-୩ ଗୋଲରେ ପରାସ୍ତ କରିଛି ।

  • ହକି ପ୍ରୋ ଲିଗରେ ଆଜି ମୈଦାନକୁ ଓଲ୍ଲାଇବ ଭାରତ
  • ଭାରତ-ବେଲଜିୟମ ମ୍ୟାଚ ହେବ କଡା ଟକ୍କର୍
  • ସୁନ୍ଦରଗଡର ୫ ଖେଳାଳୀ ଭାରତ ଟିମରେ ପ୍ରଦର୍ଶନ କରିବେ
  • ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସାଢେ ୭ଟାରେ ମ୍ୟାଚ ଆରମ୍ଭ
Advertisment
Odisha Sports News Odisha News Hockey Pro League
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ