Thar Photograph: (OTV)
ପୁଣି ଥାର୍ ଗାଡ଼ି ଚଢି ଆତଙ୍କରାଜ୍। ଗାଡି ଉପରେ ଚଢି ନିଶାସକ୍ତ ଯୁବକଙ୍କ ଭାଇଗିରି। ଥାର ଉପରେ ଚଢ଼ିଲେ, ନାଚିଲେ ଆଉ ଶୋଇପଡିଲେ। ପୋଲିସ ଟ୍ରାଫିକ ବ୍ୟବସ୍ଥାର ଧଜ୍ଜିଆ ଉଡାଇଲେ। ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା।
ନମ୍ବର ପ୍ଲେଟ ଉପରେ ଷ୍ଟିକର ଲଗାଇ ପୋଲିସକୁ ଚକମା ଦେବାପାଇଁ ଉଦ୍ୟମ କରିଥିଲେ ଯୁବକମାନେ। ଆଶିଷ ମିଶ୍ର ନାମକ ଜଣେ ଯୁବକ ନିଜ 'X ' ଆକାଉଣ୍ଟରେ ଏହି ଭିଡିଓ ପକାଇଥିଲେ। ପୋଲିସ ଯାଞ୍ଚ କରି ଗାଡିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଣି ଥାର୍ ଗାଡ଼ି ଚଢ଼ି ଆତଙ୍କରାଜ
ଗାଡି ଉପରେ ଚଢି ନିଶାସକ୍ତ ଯୁବକଙ୍କ ଭାଇଗିରି
ଥାର ଚଢ଼ି ନାଚିଲେ ଆଉ ଶୋଇପଡିଲେ
ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟଣା
ନମ୍ବର ପ୍ଲେଟରେ ଷ୍ଟିକର ଲଗାଇ ବୁଲୁଥିଲେ ଯୁବକ
ଗାଡି ଜବତ ସହ ୨ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/thar-2026-01-23-17-13-21.jpg)