Advertisment

ଯୁକ୍ତ ୩ ଆଡମିଶନ୍ ଲାଗି ଗାଇଡଲାଇନ୍ସ ଜାରି

ଭୁବନେଶ୍ୱର: ଯୁକ୍ତ ୩ ଆଡମିଶନ୍ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି।ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟରେ ହେବ ଆଡମିଶନ୍। SAMS ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଇଲ ଓ ଇ-ମେଲ୍‌ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ। ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ୍ ଆଉ ଅପଲୋଡ୍ କରିବାକୁ ପଡ଼ିବନି। ଯଦି ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି, ତା’ହେଲେ ଅନ୍‌ଲାଇନ୍ ଫର୍ମରେ ଏହା ଉଲ୍ଲେଖ […]

ଅଦ୍ୟତନ ହୋଇଛି
ଯୁକ୍ତ ୩ ଆଡମିଶନ୍ ଲାଗି ଗାଇଡଲାଇନ୍ସ ଜାରି

results-11

Advertisment

ଭୁବନେଶ୍ୱର: ଯୁକ୍ତ ୩ ଆଡମିଶନ୍ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି।ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟରେ ହେବ ଆଡମିଶନ୍।

Advertisment

SAMS ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଇଲ ଓ ଇ-ମେଲ୍‌ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ। ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍ କିମ୍ବା ସାର୍ଟିଫିକେଟ୍ ଆଉ ଅପଲୋଡ୍ କରିବାକୁ ପଡ଼ିବନି।

ଯଦି ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଛନ୍ତି, ତା’ହେଲେ ଅନ୍‌ଲାଇନ୍ ଫର୍ମରେ ଏହା ଉଲ୍ଲେଖ କରି ପାରିବେ। ସେହିପରି କଲେଜ କର୍ତ୍ତୃପକ୍ଷ ଆଡମିଶନ୍‌ ସମ୍ପର୍କରେ କ୍ୟାମ୍ପସରେ ପୋଷ୍ଟର ଲଗାଇ ସଚେତନ କରିବେ। ଏହାସହ ହେଲ୍ପ ଡେସ୍କ୍, ଇଣ୍ଟରନେଟ୍ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଉପଲ୍ଲବ୍ଧ ରଖିବାକୁ ସବୁ ଡିିଗ୍ରୀ କଲେଜ୍ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ