ଅଦ୍ୟତନ ହୋଇଛି
Advertisment
ରାଉରକେଲା: ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି।
Advertisment
୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି।
ଅନ୍ୟପକ୍ଷେ, GST ଠକେଇ ସମ୍ପର୍କରେ କିଛି ଜାଣି ନ ଥିବା ସମୀର କହିଛନ୍ତି। ତାଙ୍କ ନାଁରେ କେହି ମିଛ କମ୍ପାନୀ ଖୋଲି ଏଭଳି ଠକେଇ କରିଥିବା ସେ ଅଭିଯୋଗ କରିଛନ୍ତି।
ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us