Advertisment

କିଟ୍ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। କମେଣ୍ଟମରାକୁ ନେଇ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଅାରେ ପରସ୍ପରକୁ ଅାକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ। କମେଣ୍ଟମରାକୁ ନେଇ ୨ ଦିନ ହେଲାଣି ଉତ୍ତେଜନା ଲାଗି ରହିଥିଲା ତେବେ ଏ ନେଇ କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ଶେଷରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କିଟ୍ […]

କିଟ୍ ବିଶ୍ୱବିଦ୍ୟାଳୟରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ

kiit

Advertisment

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। କମେଣ୍ଟମରାକୁ ନେଇ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଅାରେ ପରସ୍ପରକୁ ଅାକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ।

Advertisment

କମେଣ୍ଟମରାକୁ ନେଇ ୨ ଦିନ ହେଲାଣି ଉତ୍ତେଜନା ଲାଗି ରହିଥିଲା ତେବେ ଏ ନେଇ କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ଶେଷରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କିଟ୍ ରାସ୍ତା ଦେଇ ଯାଉଥିବା ସାଧାରଣ ଲୋକେ ମଧ୍ୟ ଅାତଙ୍କିତ ହୋଇ ପଡିଥିଲେ।

ଛାତ୍ରମାନଙ୍କ ହିଂସାତ୍ମକ ଅାଚରଣ ସାଙ୍ଗକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: