Advertisment

Jail Fugitive Six-Day Police Remand: ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ ରୁ ଚମ୍ପଟ୍ ମାରିଥିବା କଏଦୀ

ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ କଏଦୀ। ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ ରୁ ଚମ୍ପଟ୍ ମାରିଥିବା କଏଦୀ। ୬ ଦିନିଆ ରିମାଣ୍ଡରେ ଯିବ କଏଦୀ ମଧୁକାନ୍ତ ରାଣା। ରିମାଣ୍ଡରେ ନେବାକୁ କୋର୍ଟ ତରଫରୁ ମିଳିଲା ଅନୁମତି।

Jail Fugitive Six-Day Police Remand

ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ ରୁ ଚମ୍ପଟ୍ ମାରିଥିବା କଏଦୀ Photograph: (OTV)

Advertisment

ରିମାଣ୍ଡରେ ଯିବ ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା କଏଦୀ। ବିହାରୀ ଅପରାଧୀ ମଧୁକାନ୍ତ ରାଣା ୬ ଦିନିଆ ରିମାଣ୍ଡରେ ନେବ ପୋଲିସ। ୬ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କେମିତି ଓ କାହା ସହଯୋଗରେ ଉଭୟେ ହୋଇଥିଲେ ସୀମାପାର୍ ? ସେମାନଙ୍କୁ କିଏ ସହଯୋଗ କରିଥିଲେ କି ? କେମିତି ଓଡ଼ିଶା ସୀମା ଡେଇଁ ରାଜ୍ୟ ବାହାରକୁ ଖସି ପଳାଇଲେ ? 

Advertisment

ଏମିତି ଅନେକ ପ୍ରଶ୍ନର ଉତ୍ତର ମଧୁକାନ୍ତ ମୁହଁରୁ ବାହାର କରିବ ପୋଲିସ। ଦୁଇ ଦିନ ତଳେ ମଧୁକାନ୍ତଙ୍କୁ ବୃନ୍ଦାବନରୁ ଗିରଫ କରାଯାଇଥିଲା। ମଧୁକାନ୍ତ ଧରାପଡ଼ିଥିଲେ ବି ଏଯାଏ ଫେରାର୍ ଅଛି ମୁଖ୍ୟ ଅଭିଯୁକ୍ତ ରାଜା ସାହାଣୀ।

  • ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ କଏଦୀ
  • ରିମାଣ୍ଡରେ ଯିବ ଚୌଦ୍ୱାର ଜେଲ୍ ରୁ ଚମ୍ପଟ୍ ମାରିଥିବା କଏଦୀ
  • ୬ ଦିନିଆ ରିମାଣ୍ଡରେ ଯିବ କଏଦୀ ମଧୁକାନ୍ତ ରାଣା
  • ରିମାଣ୍ଡରେ ନେବାକୁ କୋର୍ଟ ତରଫରୁ ମିଳିଲା ଅନୁମତି
Advertisment
Remand Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ