IRS ଅଫିସର ଦୁଷ୍କର୍ମ ମାମଲାରେ ନୂଆ ମୋଡ଼ Photograph: (OTV)
ଆଇଆରଏସ୍ ଅଫିସର ଦୁଷ୍କର୍ମ ମାମଲାରେ ନୂଆ ମୋଡ଼। ସହିଦନଗର ଥାନାରେ ପହଁଚିଲେ ଆଇଆରଏସ୍ ଅଫିସରଙ୍କ ଭଉଣୀ। ପୀଡିତା ଜଣଙ୍କ ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୋଗ କରିଛନ୍ତି। ପୀଡିତା ଦୁଷ୍କର୍ମ ଅଭିଯୋଗ ଆଣିବା ପୂର୍ବରୁ ତାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଥିଲେ ଆଇଆରଏସ୍ ଅଫିସରଙ୍କ ଭଉଣୀ।
ଏପରିକି ତାଙ୍କ ପରିବାରକୁ ବଦନାମ କରିବା ପାଇଁ ପୀଡିତା ଜଣଙ୍କ ପ୍ଲାନ କରିଥିବା ଭଳି ସଙ୍ଗିନ ଓ ସାଙ୍ଘାତିକ ଅଭିଯୋଗ ଆଣିଲେ ଆଇଆରଏସ୍ ଅଫିସରଙ୍କ ଭଉଣୀ। ପୋଲିସ ମଧ୍ୟ ତାଙ୍କ କେସ୍ ସମ୍ପର୍କରେ ପଚରାଉଚରା କରିଛି। ଅତିରିକ୍ତ ଡିସିପି ରାଙ୍କ ଅଫିସର ସମ୍ପୂର୍ଣ୍ଣ ଘଟଣାକୁ ନେଇ ଚଳାଇଛନ୍ତି ଛାନଭିନ। ସେପଟେ ଉଭୟ ପକ୍ଷ ପକ୍ଷରୁ ୪ଟି କେସ ହୋଇଥିବା ଜଣାପଡିଛି ।
- IRS ଅଫିସର ଦୁଷ୍କର୍ମ ମାମଲାରେ ନୂଆ ମୋଡ଼
- ସହିଦନଗର ଥାନାରେ ଆଇଆରଏସ୍ ଅଫିସରଙ୍କ ଭଉଣୀ
- ପୀଡିତା ମିଥ୍ୟା ଅଭିଯୋଗ ଆଣିଥିବା ଅଭିଯୋଗ କରିଛନ୍ତି
- ପୂର୍ବରୁ ମହିଳା ଥାନାରେ ଏତଲା ଦେଇଥିଲେ IRS ଅଫିସରଙ୍କ ଭଉଣୀ
- ତାଙ୍କ ପରିବାରକୁ ବଦନାମ ପାଇଁ ପୀଡିତା ପ୍ଲାନ କରିଥିବା ଅଭିଯୋଗ ଆଣିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/new-twist-in-irs-officer-rape-case-2026-02-24-18-13-35.jpg)