Advertisment

Former MLA Bikram Panda Unwell: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ, MKCG ମେଡିକାଲ୍ ନିଆଗଲା

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଅସୁସ୍ଥ। ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନିଆଗଲା। କଡ଼ା ସୁରକ୍ଷା ବଳୟରେ ଜେଲ୍ ରୁ ମେଡିକାଲ୍ ନିଆଗଲା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ।

Former MLA Bikram Panda Unwell

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ, Photograph: (OTV)

Advertisment

ବିକ୍ରମ ପଣ୍ଡା ଅସୁସ୍ଥ। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଜେଲ୍ ରେ ଅସୁସ୍ଥ। ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନିଆଗଲା। କଡ଼ା ସୁରକ୍ଷା ବଳୟରେ ଜେଲ୍ ରୁ ମେଡିକାଲ୍ ନିଆଗଲା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ ପଣ୍ଡା।

Advertisment

  • ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଅସୁସ୍ଥ
  • ଚିକିତ୍ସା ପାଇଁ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲ୍ ନିଆଗଲା
  • କଡ଼ା ସୁରକ୍ଷା ବଳୟରେ ଜେଲ୍ ରୁ ମେଡିକାଲ୍ ନିଆଗଲା
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍ ରେ ଅଛନ୍ତି ବିକ୍ରମ
Bikram Panda Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ