Utkal-University
ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ କଲେଜର +୩ ଶେଷ ବର୍ଷର ଶେଷ ଅର୍ଥାତ୍ ଷଷ୍ଠ ସେମିଷ୍ଟର ପରୀକ୍ଷା।
ସେପ୍ଟେମ୍ବର ୨୯ରୁ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ସମସ୍ତ ଥିଓରି ପେପର୍ ପାଇଁ ୧ ଘଣ୍ଟା ପରୀକ୍ଷା ହେବ। ୧ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ପାଇଁ OMR ବେସ୍ଡ୍ multiple ଚଏସ୍ ଥିଓରୀ ପରୀକ୍ଷା ହେବ।
ଏହା ପୂର୍ବରୁ ସେପ୍ଟେମ୍ବର ୨୨ରୁ ୨୬ ମଧ୍ୟରେ ଅନ୍ଲାଇନ୍ରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା। ଯଦି ଅନ୍ଲାଇନ୍ ସୁବିଧା ନ ଥାଏ, ତା’ହେଲେ ଛାତ୍ରଛାତ୍ରୀମାନେ କଲେଜ ଆସି ପ୍ରାକ୍ଟିକାଲ୍ ପରୀକ୍ଷା ଦେଇପାରିବେ। ପରୀକ୍ଷାର୍ଥୀ ଚାହିଁଲେ ନିକଟରେ ଥିବା କଲେଜରେ ଅନୁମତି ନେଇ ମଧ୍ୟ ପରୀକ୍ଷା ଦେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Utkal-University_1625344338.jpg)