କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ Photograph: (OTV)
CBSE ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ। କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା। ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ମିଳିବ ଅନୁମତି। ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ।
ପ୍ରଥମ ବୋର୍ଡରେ ୩ଟି ବା ତଦୁର୍ଦ୍ଧ ପେପର ଦେଇ ନ ଥିଲେ ମିଳିବନି ଅନୁମତି। ପ୍ରଥମ ବୋର୍ଡ ପରୀକ୍ଷା ନ ଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ। ତେବେ ‘ଏସେନସିଆଲ ରିପିଟ’ ବର୍ଗରେ ରହିଲେ ପରବର୍ଷ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।
- ପ୍ରଥମ ବୋର୍ଡ ବାଧ୍ୟତାମୂଳକ: CBSE
- CBSE ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ
- କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ
- ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି
- ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ
- ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଲାଙ୍ଗୁଏଜ୍ ପେପର ଭିତରୁ ୩ଟି ଦେଇପାରିବେ
- ପ୍ରଥମ ବୋର୍ଡରେ ୩ଟି ବା ତଦୁର୍ଦ୍ଧ ପେପର ଦେଇ ନ ଥିଲେ ମିଳିବନି ଅନୁମତି
- ପ୍ରଥମ ବୋର୍ଡ ପରୀକ୍ଷା ନ ଦେଲେ ‘ଏସେନସିଆଲ ରିପିଟ’ ବର୍ଗରେ ରହିବେ
- ‘ଏସେନସିଆଲ ରିପିଟ’ ବର୍ଗରେ ରହିଲେ ପରବର୍ଷ ପରୀକ୍ଷା ଦେବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/cbse-two-board-exams-2026-02-16-19-36-22.jpg)