Advertisment

ED raid in odisha : ବିଜେଡି ନେତାଙ୍କ ଘରେ ED ରେଡ୍

ବିଜେଡି ନେତାଙ୍କ ଘରେ ED ରେଡ। ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ED ରେଡ୍ କରିଛି। ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଅଛନ୍ତି ହୃଷିକେଶ। ଶେରଗଡ଼ ସ୍ଥିତ ପୈତୃକ ଘରେ ୩ଟି ଟିମର ରେଡ୍।

ed
Advertisment

ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍। ସକାଳୁ ସକାଳୁ ଶେରଗଡ଼ ସ୍ଥିତ ପୈତୃକ ଘରେ ୩ଟି ଟିମ୍ ରେଡ୍ ଚଳାଇଛନ୍ତି।

Advertisment

ଏଥିସହ ବ୍ରହ୍ମପୁର ଜୟପ୍ରକାଶ ନଗରରେ ଥିବା ପୁଅ ଘରେ ବି ଚଢାଉ କରିଛି ଇଡି। ବ୍ରହ୍ମପୁର ଗାନ୍ଧିନଗରରେ ବି ରେଡ୍ ଚାଲିଥିବା ସୂଚନା ମିଳିଛି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। 

Ganjam BJD BJD Leader ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ