Advertisment

Rescue of 24 Tourists: ମହେନ୍ଦ୍ରଗିରିରୁ ୨୪ ପର୍ଯ୍ୟଟକ ଉଦ୍ଧାର, ଭୂସ୍ଖଳନ ଯୋଗୁଁ ଫସିଥିଲେ

ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର । ସୁରକ୍ଷିତ ଭାବେ ୨୪ ଜଣ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ଉଦ୍ଧାର କରାଯାଇଛି । ରାତି ଅଧରେ JCB ମେସିନ ଦ୍ୱାରା ରାସ୍ତା ସଫା ପରେ ସମସ୍ତ ପର୍ଯ୍ୟଟକଙ୍କୁ ପର୍ବତ ତଳକୁ ଅଣାଯାଇଛି ।

RESCUE

RESCUE Photograph: (OTV)

Advertisment

ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର । ସୁରକ୍ଷିତ ଭାବେ ୨୪ ଜଣ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ଉଦ୍ଧାର କରାଯାଇଛି । ରାତି ଅଧରେ JCB ମେସିନ ଦ୍ବାରା ରାସ୍ତା ସଫା ପରେ ସମସ୍ତ ପର୍ଯ୍ୟଟକଙ୍କୁ ପର୍ବତ ତଳକୁ ଅଣାଯାଇଛି। ବନ ବିଭାଗ କର୍ମଚାରୀ ଓ ପୋଲିସ ସହଯୋଗରେ ସେମାନଙ୍କୁ ତଳକୁ ଅଣାଯାଇଛି । ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତିରେ ପହଞ୍ଚିଛନ୍ତି । ସେପଟେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ଅଗ୍ନିଶମ ବିଭାଗର ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । 

Advertisment

-ମହେନ୍ଦ୍ରଗିରିରୁ ୨୪ ପର୍ଯ୍ୟଟକ ଉଦ୍ଧାର
-ଗଜପତି ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର
-ଭୂସ୍ଖଳନ ଯୋଗୁଁ ଫସିଥିଲେ ସମସ୍ତ ପର୍ଯ୍ୟଟକ
-ସୁରକ୍ଷିତ ଭାବେ ପର୍ଯ୍ୟଟକଙ୍କୁ ପର୍ବତ ଉପରୁ ତଳକୁ ଅଣାଗଲା
-ବନ ବିଭାଗ କର୍ମଚାରୀ ଓ ପୋଲିସ ରାତି ଅଧରେ ଉଦ୍ଧାର କଲେ
-JCB ଦ୍ବାରା ରାସ୍ତା ସଫା କରି ସମସ୍ତ ପର୍ଯ୍ୟଟକଙ୍କୁ ତଳକୁ ଆଣିଲେ
-ରାୟଗଡ଼ ବ୍ଲକ ପେକେଟ ଗାଁରେ ଭୂସ୍କଳନ, ବାପପୁଅ ନିଖୋଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ