sambit-patra
ଭୁବନେଶ୍ୱର : ପରୀ ହତ୍ୟାକୁ ନେଇ ତେଜୁଛି ରାଜନୀତି । ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗେ।ଳ ଦେଖିବାକୁ ମିଳିଥିଲା । ତେବେ ବିଧାନସଭା ପରେ ବି ପରୀ ହତ୍ୟା ଘଟଣାକୁ ନେଇ ଜେ।ରସେ।ରରେ ଚାଲିଛି ଚର୍ଚା । ତେବେ ନୟାଗଡ ପରୀ ଗାଁ କୁ ଯିବା ପୂର୍ବରୁ ଭୁବନେଶ୍ୱରରେ ପ୍ରତିକ୍ରିୟା ଦେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।
କହିଲେ, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କର।ନଗଲେ ପରୀ ହତ୍ୟାର ତଦନ୍ତ ନିରପେକ୍ଷ ହେ।ଇପାରିବ ନାହିଁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏସପି ଓ ଜିଲ୍ଲାପାଳଙ୍କ ଉପରେ ମନ୍ତ୍ରୀ ଚାପ ପକାଉଛନ୍ତି ଯାହାଦ୍ୱାରା ତଦନ୍ତ ଦିଗହରା ହେ।ଇପାରେ ବେ।ଲି କହିଛନ୍ତି ସମ୍ବିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sambit-patra-1_1625047937.jpg)