ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ Photograph: (OTV)
Advertisment
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରେ କେହି ନଥିବା ତାଲା ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା। ଉଦଳା ଥାନା ପାଟପୁର ଗାଁର ବନୋଜ ବଢ଼େଇଙ୍କ ଘରୁ ଚୋରି ହୋଇଛି। ବାଥୁଡି ସାଂସ୍କୃତିକ ସମାଜ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ପରିବାର ସଦସ୍ୟ। ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।
Advertisment
ଘରୁ ୬୦ ହଜାର ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
- ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
- ଘରେ କେହି ନଥିବା ତାଲା ଭାଙ୍ଗି ଲୁଟି
- ଉଦଳା ଥାନା ପାଟପୁର ଗାଁରେ ଚୋରି
- ୬୦ ହଜାର ନଗଦ, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
- ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/administration-action-on-sand-mafia-2026-02-08-13-42-18.jpg)