nuapada Photograph: (OTV)
Advertisment
ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮ ହଜାର ୮୮୮ ଭୋଟ୍ରେ ଆଗୁଆ । ଅଷ୍ଟମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୪୧,୫୨୦ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୨,୬୩୨ ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୦,୬୪୯ ଭୋଟ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/nuapada-2025-11-14-11-00-50.jpg)