Advertisment

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। କଂଗ୍ରେସକୁ କବଜା କରି ନେଇଛି ବିଜେଡି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର। କେବଳ ପରୀ ନୁହେଁ ୫୩୨୩ କୁନି ପିଲା ରାଜ୍ୟରେ ନିଖୋଜ ଅଛନ୍ତି। ଆମେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି ବିଜେପି କହିଛି। ପରୀ ହତ୍ୟା […]

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

pradipta-naik

Advertisment

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି। ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପରୀ ନ୍ୟାୟ ଲଢ଼େଇରେ କଂଗ୍ରେସ ଧୋକା ଦେଇଛି। କଂଗ୍ରେସକୁ କବଜା କରି ନେଇଛି ବିଜେଡି। କିନ୍ତୁ ନିର୍ଣ୍ଣାୟକ ଲଢ଼େଇରେ ପହଞ୍ଚିବା ପାଇଁ ବିଜେପି ବଦ୍ଧ ପରିକର। କେବଳ ପରୀ ନୁହେଁ ୫୩୨୩ କୁନି ପିଲା ରାଜ୍ୟରେ ନିଖୋଜ ଅଛନ୍ତି। ଆମେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି ବିଜେପି କହିଛି।

Advertisment

ପରୀ ହତ୍ୟା ଘଟଣାରେ ବିଧାନସଭାରେ ଥମୁନି ତାତି। ପୁଣି ଗୃହରେ ବିଜେପି ସଦସ୍ୟଙ୍କ ଜୋରଦାର ହଙ୍ଗାମା କରିଛନ୍ତି। ଗୃହ ମଧ୍ୟଭାଗକୁ ଆସି ପ୍ରବଳ ପାଟିତୁଣ୍ଡ, ହୋହଲ୍ଲା କରିଛନ୍ତି ବିରୋଧି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ମୋହନ ମାଝୀ ଉଦ୍ୟମ କରଥିବା ବେଳେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି। ପାଟିତୁଣ୍ଡ, ହୋହଲ୍ଲା ଭିତରେ ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ