ବିଜେପି ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର Photograph: (OTV)
Advertisment
ବିଜେପି କେନ୍ଦ୍ର କମିଟି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ ରୂପେ ଘୋଷଣା କରିଛି। ମନମୋହନ ସାମଲ ବର୍ତ୍ତମାନ ଓଡିଶା ବିଜେପିର ସଭାପତି ଥିବା ବେଳେ ସୁଜିତ କୁମାର ଏବେ ରାଜ୍ୟସଭା ସାଂସଦ ଅଛନ୍ତି।
Advertisment
ପୂର୍ବରୁ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/03/bjp-announces-rajya-sabha-candidates-2026-03-03-15-28-15.jpg)