Advertisment

ଅାସନ୍ତା ୨୮ରେ କଟକ ଅାସୁଛନ୍ତି ଏ.ଅାର.ରେହମାନ

କଟକ : ଅାସନ୍ତା ୨୮ ତାରିଖରେ କଟକ ଅାସୁଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଅାର.ରେହମାନ। ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହା ପୂର୍ବରୁ ପୁଲିସ କମିଶନର, ଡିସିପି, କଟକ ଜିଲ୍ଲାପାଳ ପ୍ରମୁଖ ଷ୍ଟାଡିୟମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଅାଶା କରାଯାଉଥିବାରୁ ଷ୍ଚାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବ। କ୍ରିକେଟ ମ୍ୟାଚ୍‌ ବେଳେ ଯେଉଁଭଳି ଅାୟୋଜନ […]

ଅାସନ୍ତା ୨୮ରେ କଟକ ଅାସୁଛନ୍ତି ଏ.ଅାର.ରେହମାନ

rahman

Advertisment

କଟକ : ଅାସନ୍ତା ୨୮ ତାରିଖରେ କଟକ ଅାସୁଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଅାର.ରେହମାନ। ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହା ପୂର୍ବରୁ ପୁଲିସ କମିଶନର, ଡିସିପି, କଟକ ଜିଲ୍ଲାପାଳ ପ୍ରମୁଖ ଷ୍ଟାଡିୟମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

publive-imageଏହି କାର୍ଯ୍ୟକ୍ରମରେ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଅାଶା କରାଯାଉଥିବାରୁ ଷ୍ଚାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବ।

କ୍ରିକେଟ ମ୍ୟାଚ୍‌ ବେଳେ ଯେଉଁଭଳି ଅାୟୋଜନ କରାଯାଏ, ସେହି ପରି ଅାୟୋଜନ କରାଯିବ ବୋଲି କହିଛନ୍ତି ପୁଲିସ କମିଶନର। ସେହି ସମୟରେ ବାଲିଯାତ୍ରା ପଡ଼ୁଥିବାରୁ ଲୋକ ସଂଖ୍ୟା ଦେଖି ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଟିକଟ ବିକ୍ରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ