Advertisment

PG Common Entrance: ବଢ଼ିଲା ଆବେଦନର ଅବଧି

ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ। ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି। ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ […]

ଅଦ୍ୟତନ ହୋଇଛି
PG Common Entrance: ବଢ଼ିଲା ଆବେଦନର ଅବଧି

exam

Advertisment

ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

Advertisment

ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ।

ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି।

Advertisment

ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ