ସଂକ୍ଷେପରେ ଆଜିର ତାଜା ଖବର - Friday, 01 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁରୀରେ ପୁଣି ବାଣ ବିସ୍ଫୋରଣ, ଭୁବନେଶ୍ୱରରେ ଜଳିଗଲା ୩ ସାଇକେଲ ଦୋକାନ !

ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ । More

ସୁନା ବ୍ୟବସାୟୀଙ୍କ ଅସ୍ୱାଭାବିକ ମୃତ୍ୟୁ ! ବାରମ୍ବାର GST ରେଡ୍‌ ଯୋଗୁଁ ଚାପରେ ଥିଲେ କି ?

ସିଟି ଜିଏସଟି ରେଡ୍ ପରେ ହରପ୍ରସାଦ ଚାପଗ୍ରସ୍ତ ଥିବା ସୂଚନା । ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ଭାଇ । More

ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କି ଗୁପ୍ତ କୋଠରୀ ! ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟ ବାଡ଼ଗ୍ରାହୀ

କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି । More

ବାଦ୍ ପଡ଼ିଥିବା ‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ୍; ଖୁବଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସ୍ପଷ୍ଟ କରିଛନ୍ତି।  More

ଦୀର୍ଘ ବର୍ଷ ପରେ ପୁଣି ଓଡ଼ିଶା ଫେରୁଛି ‘ପୋସ୍କୋ’; ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହେବ ମେଗା ଷ୍ଟିଲ୍ ପାଣ୍ଟ୍

ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ।  More

ପୁଣି ଫେରିଲା ଆମ୍ବ କୋଇଲି ଟ୍ରାଜେଡି; କାଶୀପୁର ଓ ଲକ୍ଷ୍ମୀପୁର ପରେ ମଣ୍ଡିପଙ୍ଗାରେ ଗଲା ଜୀବନ 

ଜୀବନ ନେଇଗଲା ଆମ୍ବକୋଇଲି ଜାଉ । ବିପଦ ସାଜିଲା ବଣପାହାଡ଼ର ପାରମ୍ପାରିକ ଖାଦ୍ୟ । ଭୋକରେ ହେଉ କିମ୍ବା ତୃପ୍ତି ମେଣ୍ଟାଇବା ପାଇଁ ହେଉ, ଯେଉଁ ଆମ୍ବକୋଇଲି ଜାଉକୁ ଖାଉଥିଲା ମଣିଷ, ସେହି ଜାଉରେ ଚାଲିଗଲା ଜୀବନ । More

ପାର୍ବଣରେ ଘରେ ବନାନ୍ତୁ ସୁଆଦିଆ ‘ଜିଲାପି’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ଏବେ ଚାଲିଛି ପାର୍ବଣର ଋତୁ । ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଜିଲାପି ‘। More

Ratna Bhandar: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ । More

Panchang Today 1st November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

୧ନଂ ହାଟ ଭୂତଳ ମାର୍କେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଶାଢ଼ୀ

ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି । More

ଶ୍ରୀମନ୍ଦିରରେ ଆଜି ଦୀପାବଳି, ବଡ଼ବଡ଼ିଆଙ୍କ ପାଇଁ କାଉଁରିଆ କାଠି ଜାଳିବେ ଭକ୍ତ

ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି । More

ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ଦ୍ବନ୍ଦ; କେଉଁ ହାରରେ ମିଳିବ ଧାନ ଫସଲର କ୍ଷତି ପୂରଣ ?

କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ। More

ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା; ଦେବାଶିଷଙ୍କ ପରେ ମୁନ୍ନାଙ୍କ ଅଦ୍ଭୁତ ଗଣିତ

ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ।  More

ଚକାଚକ୍ କମ୍ପ୍ୟୁଟର କ୍ଲାସ ରୁମ୍, କିନ୍ତୁ ନାହାନ୍ତି ଶିକ୍ଷକ

ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ । More

ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି 

ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।  More

ରାଜଧାନୀରେ ପୁଣି ଲଜ୍ଜା, ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଗଣଦୁଷ୍କର୍ମ !

ପ୍ରଥମେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇଲେ । ଏବଂ ପରବର୍ତ୍ତୀ ସମୟରେ ନାବାଳିକା ସହ କଲେ ଗଣଦୁଷ୍କର୍ମ । ଆଉ ଏହି ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଦେଲେ । More