ସଂକ୍ଷେପରେ ଆଜିର ତାଜା ଖବର - Saturday, 12 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ 

ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି। More

ଉଦଘାଟନର ବର୍ଷକ ପରେ ବି ଲାଗୁନି କାମରେ: କାହା ପାଇଁ ଭେଣ୍ଡିଂ ଜୋନ୍ ? 

ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?  More

ମହାମାୟାଙ୍କ ମହାନବମୀରେ କମ୍ପିଲା ପୂଜା ମଣ୍ଡପ; ଚାନ୍ଦିନୀଚୌକରେ ଲାଗି ହେଲା ମାଛ ଭୋଗ 

ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।  More

ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ

ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ। More

ନବୀନଙ୍କୁ ଅମରଙ୍କ ଟାର୍ଗେଟ୍; କହିଲେ, ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ୱ ବି ନିଅ

ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ। More

ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା; ତ୍ରୁଟି ଥିଲେ ଯିବ ଫୋନ୍ କଲ୍

'ସୁଭଦ୍ରା' ନେଇ ବଡ଼ ଅପଡେଟ୍। ଆବେଦନ ପତ୍ରରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। More

ଏଠି ଶବ ପୋଡା ହୁଏନି, କୁକୁର ହୁଳହୁଳି ପକାନ୍ତି

ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି। କାରଣ ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ। More

କାଗଜ ଖଣ୍ଡରୁ କଳା ଠାକୁର, ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ତା’କୁ ଜୀବନ୍ତ ଦେଉଛନ୍ତି ରୂପ

ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍‌ ଚର୍ଚ୍ଚାରେ ମୋହନା ଗାଁର ଶୁଭମ । ପୁରୁଣା ନିୟୁଜ ପେପର ଆଣି ଗଢୁଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ । More

ଗାଁରେ ମିଳୁନି ଆଉ ନାଲି ଗଞ୍ଜା,ବୋଦା ଟପିଲାଣି ୧୫ ହଜାର !

ଦଶହରା ପାଇଁ ବଢ଼ୁଛି ଗଞ୍ଜା ଆଉ ବୋଦା ଦର ! ଗାଁରେ ମିଳୁନି ଆଉ ନାଲି ଗଞ୍ଜା ! ବୋଦା ଟପିଲାଣି ୧୫ ହଜାର ! ବର୍ତ୍ତମାନ ଗୋଟିଏ ଦେଶୀ ନାଲି ଗଞ୍ଜା ହଜାରେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଛେଳି ଗୋଟା ପନ୍ଦର ହଜାରରେ ବିକ୍ରି ହେଉଛି । More

ଭାଇଚାରାର ନିଆରା ନିଦର୍ଶନ....ଏଠି ଏକାଠି ଦଶହରା ପାଳନ୍ତି ହିନ୍ଦୁ-ମୁସଲିମ

ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି। More

ମଣ୍ଡପରୁ ମା'ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ, ଥାନାରେ ଏତଲା । More

ପର୍ଯ୍ୟଟକଙ୍କୁ ହାତଠାରି ଡାକିଲାଣି ଖଣ୍ଡାଧାର ଜଳପ୍ରପାତ, ଥରେ ବୁଲି ଆସନ୍ତୁ...

ପ୍ରକୃତିପ୍ରେମୀଙ୍କୁ ଦେଉଛି ଅନନ୍ୟ ଅନୁଭୂତି । ମିଳୁଛି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ସୁବିଧା ସୁଯୋଗ । More

ଆଗରୁ ଗଞ୍ଜେଇ କରୁଥିଲେ ଏବେ କାଙ୍କଡ଼ ଚାଷ, ମଲେମାଲ ଚାଷୀ..

ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ଏ ଅଞ୍ଚଳରେ ଆଗରୁ ମାଓବାଦୀଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଲୋକେ ଗଞ୍ଜେଇ ଚାଷ କରୁଥିଲେ। More

ଦି’ଖଣ୍ଡ ହୋଇଯାଇଥିବା ହାତକୁ ଯୋଡ଼ିଦେଲେ ଡାକ୍ତର  

୭ ଘଣ୍ଟାର ଅସ୍ତ୍ରୋପଚାର ପରେ ସଫଳତାର ସହ ଯୋଡ଼ି ହେଲା ହାତ । More

ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ଗଗନ ପବନ

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର । କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । More

Panchang Today 12th October 2024: ଆଜିର ପଞ୍ଚାଙ୍ଗ, ମହା ନବମୀରେ ଶୁଭ ସମୟ ଦେଖି ମାଆଙ୍କ ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର ଚନ୍ଦ୍ର- ମକର ଅହୋରାତ୍ର ତିଥି- ୯ମୀ ଦିବା ୧୦.୫୮ ଗତେ ୧୦ମୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି, ଲାଗିବ କ୍ବାଲିଟି ଆନାଲାଇଜର ମେସନ୍

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର। More

ରାଜଧାନୀର ପୂଜା ମଣ୍ଡପରେ ନୂଆ ଦୃଶ୍ୟ, ସପତ୍ନୀକ ଆସି ଦୁର୍ଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଏବର୍ଷ ଦୁର୍ଗା ପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ। ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁଠି ତାଙ୍କୁ ମିଳିଛି ସମ୍ବର୍ଦ୍ଧନା। More

ବ୍ୟୟବହୁଳ ହେଉଛି ଶାରଦୀୟ ଦୂର୍ଗାପୂଜା, ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା। More

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି; ଦଳ ପ୍ରତି ବଢୁଛି ଯୁବ-ଛାତ୍ରଙ୍କ ସମର୍ଥନ

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଦେଶରେ ସାଜିଛି ଏକ ନମ୍ବର। More

ବିଜେଡି କନ୍ଦଳ ନିଆଁରେ ଘିଅ ଢାଳିଲେ ସମ୍ବିତ; କହିଲେ, ସ୍ବାର୍ଥ ପାଇଁ ଦଳ ଛାଡୁଛନ୍ତି ଆମଦାନୀ ନେତା

ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ କହିଛନ୍ତି । More