ସଂକ୍ଷେପରେ ଆଜିର ତାଜା ଖବର - Sunday, 24 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୬ ଆସନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱରରୁ ପୁଣି ଥରେ ରିପିଟ୍‌ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେହିପରି ପୁରୀରୁ ପ୍ରାର୍ଥୀ ହେବେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । More

ସମ୍ବଲପୁର ଲୋକସଭା କ୍ଷେତ୍ରରେ ହେବ କି ହେଭିୱେଟ୍ ଲଢ଼େଇ ? ଧର୍ମେନ୍ଦ୍ର-ବବି ଟକ୍କର !

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି ।  More

ବିଜେଡିକୁ ଘାରିଛି କି ନୂଆ ଭୋଟର୍ ? ମୋଦି କ୍ରେଜ୍ ଆଗରେ ମଳିନ ପଡ଼ିଯାଉଛି କି ନୂଆ ଓ’ ?

ରାଜନୈତିକ ଦଳଙ୍କ ଟାର୍ଗେଟରେ ଯୁବ ଭୋଟର୍ । ଆସନ୍ତା ନିର୍ବାଚନରେ ପ୍ରାୟ ୮ ଲକ୍ଷ ଯୁବ ଭୋଟର୍ ପ୍ରଥମ ଥର ଲାଗି ଭୋଟ୍ ଦେବେ। ଏହି ନୂଆ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ସବୁ ଦଳ ଚଳାଇଛନ୍ତି କସରତ । More

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ୧୮ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ।  More

ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ, ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଛାଡ଼ିଲେ ହେବ ଜେଲ୍‌

ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ। ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ଯଦି ଆପଣଙ୍କ ଆକାଉଣ୍ଟରେ ବି କିଛି ସେଭଳି ପୋଷ୍ଟ ଅଛି, ତୁରନ୍ତ ଡିଲିଟ୍ କରନ୍ତୁ । More

ତେଜୁଛି ଅସନ୍ତୋଷ, ବଢୁଛି ବିଦ୍ରୋହ; ଆମଦାନୀ ନେତାଙ୍କୁ ନେଇ ଅକଳରେ ପଡ଼ିବ କି ବିଜେଡି ? 

ଆମଦାନୀ ନେତାଙ୍କୁ ନେଇ ଏବେ ଅକଳରେ ବିଜେଡି । ଆଶାୟୀଙ୍କ ଲମ୍ବା ତାଲିକା ସତ୍ତ୍ୱେ ବି ଅନ୍ୟ ଦଳରୁ ନେତା ଟାଣୁଛି ବିଜେଡି । କିନ୍ତୁ ଗ୍ରହଣ କରି ପାରୁ ନାହାନ୍ତି ପୁରୁଣା ନେତା । More

ସରୁନି ଦାଦନ ଦୁଃଖ; ଅନ୍ୟରାଜ୍ୟକୁ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଶିବ...

ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଦିଗପହଣ୍ଡ ଅଞ୍ଚଳର ଶିବ ନାଇକ । ଦୀର୍ଘ ଦୁଇ ମାସ ହେଲା ପୁନେର ଚିଞ୍ଛେୱାଡାରେ ଫସି ରହିଥିଲେ । More

ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନ ବିଭାଗ

OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ । More

ପଢ଼ା ମାତ୍ର ନବମ ଶ୍ରେଣୀ, କିନ୍ତୁ ଚୋରି କରି ବଞ୍ଚୁଥିଲା ଅୟସର ଜୀବନ

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି । More

ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ, ମା ଗୁରୁତର !

ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୁଅକୁ ଅଟକ ରଖି ତଦନ୍ତ କରୁଛି ଚମ୍ପୁଆ ଥାନା ପୋଲିସ । More

କି ଦୁଃଖ ! ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ସ୍ୱାମୀର ଆତ୍ମହତ୍ୟା !

ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା । More

ଶେଷରେ ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି

ପୂର୍ବରୁ ଏହି କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରିଥିଲା ଇଡି । ସଭାପତି ପଦରେ ୨୦୧୦ ମସିହାରୁ ଥିଲେ ପ୍ରୟାସକାନ୍ତି ସାମଲ। More

ବନ୍ୟପ୍ରାଣୀଙ୍କ ଭିଡିଓ ଥିବା ପୋଷ୍ଟ ଡିଲିଟ୍ ନକଲେ ହେବ କାର୍ଯ୍ୟାନୁଷ୍ଠାନ

ଆକାଉଣ୍ଟଧାରୀ ସହ ସୋସିଆଲ୍ ମିଡିଆ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଶୁଣାଇଲେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । More

ଆସିବ ପ୍ରାର୍ଥୀ ତାଲିକା ! ଦ୍ୱନ୍ଦ୍ୱ ଆଉ ଚର୍ଚ୍ଚାରେ ଲାଗିବ ବିରାମ

ବିଜେପିର ଶୀର୍ଷ ନେତାଙ୍କୁ ନେଇ ୩ ଘଣ୍ଟା ଧରି ବସିଥିବା ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । More

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ SI, ଜବତ ଡିଏଲ୍ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । More

କାଠଗଡ଼ାକୁ ଟଣା ହେଲେ ବାପାମା’ ଛେଉଣ୍ତ; ମୃତ ବାପାଙ୍କ ଋଣ ପାଇଁ କୋର୍ଟରୁ ଆସିଥିଲା ସମନ୍...

ଅକାଳରେ ଆରପାରିକୁ ଚାଲିଗଲେ ବାପାମାଆ । ହେଲେ ଦିବଂଗତ ବାପା ଚାକିରି କାଳରେ କରିଥିବା ଋଣ ପାଇଁ, ଏବେ କୋର୍ଟରେ ହାଜର ହେଲେ ୨ ନାବାଳକ ପୁଅ । More

ମେଣ୍ଟ ଦ୍ୱନ୍ଦ୍ୱ ହଟୁ ହଟୁ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍, ଖୁବଶୀଘ୍ର ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ଏକାକୀ ଲଢେଇ ପାଇଁ ବିଜେପି-ବିଜେଡିର ନିଷ୍ପତ୍ତି ପରେ ଦୁଇ ଦଳର ପ୍ରସ୍ତୁତି ଜୋର। ଖୁବଶୀଘ୍ର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ। More

ହୀରାକୁଦରେ ଡାଇରିଆ ଡର; ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ !

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ। More

କଟକରେ କାନି ଖାଉଛି ବିଜେଡି ଗୁଡ଼ି, ଶଙ୍ଖ ଶିବିର ଛାଡ଼ୁଛନ୍ତି ଜଣକ ପରେ ଜଣେ କଟକିଆ ନେତା

କଟକରେ କାନି ଖାଉଛି ବିଜେଡି ଗୁଡି। ପୁରୁଖା ଓ ଦକ୍ଷ ନେତା ଦଳ ଛାଡୁଛନ୍ତି। ଖୋଜା ଚାଲିଛି ମଙ୍ଗୁଆଳ। ଗତକାଲି ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ରାଜନୀତି ବେଶ ସରଗରମ। More