ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଟାଇମ୍‍ପାସ୍‍ ଲେଖକାୟନ; ‘ସଂଗତ’ରେ ଦେବବ୍ରତ ଦାସଙ୍କ ‘ଲାଞ୍ଜ’କୁ ନେଇ ଚର୍ଚ୍ଚା

ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରୁ ଆରମ୍ଭ ହୋଇଥିବା ଏହି ସଂଗତରେ ଦେବବ୍ରତଙ୍କ ଗଳ୍ପର ବିଭିନ୍ନ ବିଭବକୁ ନେଇ ଆଲୋଚନା କରିଥିଲେ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, ବିୟତ୍‍ପ୍ରଜ୍ଞା ତ୍ରିପାଠୀ, ଦେବପ୍ରସାଦ ଦାଶ, ଅମରେଶ ବିଶ୍ୱାଳ, ଶକ୍ତି ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ଏବଂ ପ୍ରକାଶ ମହାପାତ୍ର। More

ଗନ୍ଧରେ ଫାଟୁଛି ରାଜଧାନୀ; ଝାଡୁ ଧରି BMC ଘେରିଲେ ସଫେଇ କର୍ମଚାରୀ

ବାପୁଜୀ ନଗର, ୟୁନିଟ୍-୨ ମାର୍କେଟ ବିଲଡିଂରେ ଅଳିଆ, ଅଳିଆ, ଆଉ ଖାଲି ଅଳିଆ। ରାସ୍ତା ଉପରେ ହେଉ ବା କଲୋନୀ କିମ୍ବା ମାର୍କେଟ କମ୍ପ୍ଲେକ୍ସ ସାମ୍ନା। More

ବଦଳୁଛି ଓଡ଼ିଶାର ଭାଗ୍ୟ; ୨୭୪ଟି ପ୍ରକଳ୍ପ ସହ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ମୋଦି

ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। More

ବିଦ୍ରୋହୀଙ୍କ ବାରୁଦ ଗଦାରେ ବସିଛି କି ବିଜେଡି ? ସବୁଠି ଚ୍ୟାଲେଞ୍ଜ ଦେଲେଣି ଟିକେଟ୍ ଆଶାୟୀ

ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସରେ। More

ମେଣ୍ଟକୁ ନେଇ ଡିଲ୍ ସରୁନି ନା ଭାଗ ଛିଣ୍ଡୁନି ? ଦିଲ୍ଲୀରେ ଘନ ଘନ ମିଟିଂ ସତ୍ତ୍ୱେ ଚିତ୍ର ଅସ୍ପଷ୍ଟ

କାହିଁକି ଆସୁନି ସ୍ପଷ୍ଟତା ? ସମ୍ଭାବ୍ୟ ମେଣ୍ଟ ନେଇ ସପ୍ତାହେ ହେଲା ଲାଗି ରହିଛି ସସ୍‌ପେନ୍ସ। ନେତାଙ୍କୁ ନିଦ ନାହିଁ, କର୍ମୀ ପଚାରୁଛନ୍ତି କେବେ, କେମିତି ଆଉ କ’ଣ ପାଇଁ। More

ଭିମସାର୍ ସୁପର ସ୍ପେଶାଲିଟି ହସପିଟାଲ କେଁ! ବିତିଗଲାଣି ୬ ବର୍ଷ କାମ ସରିବାର ନାଁ ଧରୁନି

ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ । More

OSSSC Teacher Recruitment 2024: ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ

ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। More

ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର । More

କୁଆଡ଼େ ଯିବ ଜଳେଶ୍ବର ଜନମତ ? କାମ କରିବକି ସରକାର ବିରୋଧି ହାୱା ? 

ବଙ୍ଗକୁ ଲାଗିଥିବା ଓଡ଼ିଶାର ସୀମାନ୍ତ ନିର୍ବାଚନମଣ୍ଡଳୀ ଜଳେଶ୍ବର । ଏଥର କୁଆଡ଼େ ଯିବ ଜଳେଶ୍ବର ଜନମତ ? କାମ କରିବକି ସରକାର ବିରୋଧି ହାୱା ?  More

ବଦଳୁଛି ରାଜନୀତି ସମୀକରଣ; କିଏ ହାତେଇବ ନିମାପଡ଼ା ବିଧାନସଭା ଆସନ ? 

ପୁରୀ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ନିମାପଡ଼ା । ଏଠି ଏଥର ବିଜେଡି ଟିକେଟକୁ ନେଇ ହୋଇପାରେ ଟଣାଓଟରା ।  More

ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୋଦି

ଶନିବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଓଡ଼ିଶା ସମେତ ଦେଶରେ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। More

Panchang Today 12th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ପାଦ-କୃଷିହାନି-ଭୂମିଦାନ More

ଏକ ବିରଳ ପ୍ରେମ କାହାଣୀ ଇଏ ରିଲ୍ ନୁହେଁ, ରିୟଲ ଲଭଷ୍ଟୋରି !

ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ । ବିବାହ ପାଇଁ ଜିଦ୍ ଧରି ସଫଳ ହେଲେ ପ୍ରେମିକା । More

ଗାଦିମଡ଼ା ସରକାରୀ ବାବୁଙ୍କ ବିରୋଧରେ ପୁଣି ଅଭିଯୋଗ

ବର୍ଷ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବାବୁଙ୍କ ବଦଳି ଦାବି । ଅନ୍ୟତ୍ର ବଦଳି ଦାବି କଲା ରାଜ୍ୟ ବିଜେପିର ୪ ଜଣିଆ ଟିମ୍ । More

ଆନନ୍ଦବନ ! ସହର ଭିତରେ ନିଅନ୍ତୁ ଜଙ୍ଗଲର ମଜା

ରାସ୍ତାର ଗୋଟିଏ ପାର୍ଶ୍ୱରେ ୬୦ ଏକରର ଜଙ୍ଗଲ ଥିବା ବେଳେ ଅନ୍ୟ ପାର୍ଶ୍ବରେ ୩୦ ଏକରର ଜଙ୍ଗଲ ରହିଛି। More

୨୫ ଆସନରୁ ଟିଡିପି ୧୭- ବିଜେପି ୬- ଜନସେନା ୨ଟି ସିଟରେ ଲଢ଼ିବ

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । More

ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର; ଗୁହାରୀ ପରେ ବି ଶୁଣୁ ନାହାଁନ୍ତି ସରକାର

ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ । More

କଂଗ୍ରେସ ଖେଳାଇଲା BJD-BJP ଛୁଆ! ବାହାଘର ପରେ କଲା ଅନ୍ନପ୍ରାସନ, ହସି ଉଡ଼ାଇଲେ ଶଙ୍ଖ-ପଦ୍ମ ଦଳ

ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି । More

ପୋଖରାନରେ ଶକ୍ତି ଦେଖାଇବ ଭାରତ

ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା । More

ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି ! ଖୁବ୍ ଶୀଘ୍ର ଆସିପାରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର

ଶୀର୍ଷ ନେତୃତ୍ବଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ମାନସମନ୍ଥନ ଚର୍ଚ୍ଚା । ବିଜେଡି ଶିବରରେ ବି ନିରବ କସରତ୍ । More

ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି । More