ସଂକ୍ଷେପରେ ଆଜିର ତାଜା ଖବର - Monday, 04 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୁନା ପୁଅକୁ ଲୁହରେ ବିଦାୟ...ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ଓଡ଼ିଶା ପୋଲିସ...

ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ ।  More

ରଦ୍ଦ ହେଲା ମୋକିମଙ୍କ ବିଧାୟକ ପଦ; ନିର୍ବାଚନ ପୂର୍ବରୁ ଏଭଳି ରାୟ ବଢ଼ାଇବ କି ଅଡୁଆ ? 

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।  More

ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।  More

‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, କହିଲେ...

୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ । More

ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି

ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି । More

କୋଲକାତାରେ ବୈଜୟନ୍ତଙ୍କୁ ଭବ୍ୟ ସ୍ୱାଗତ, ହୁଳହୁଳି ଦେଇ ସ୍ୱାଗତ କଲେ ବିଜେପି ମହିଳା କର୍ମୀ

ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା। More

ପାରାଦୀପ ବିଜେଡି ନେତାଙ୍କ ଦାବି, ସମ୍ବିତଙ୍କୁ ନମିଳୁ ବିଜେଡି ଟିକଟ !

ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି ।  More

କୁନି ପୁଅ କଲା ଅଙ୍ଗଦାନ, ସରକାର ଦେଲେ ଗାର୍ଡ ଅଫ୍‌ ଅନର

ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । More

ଚାହୁଁ ଚାହୁଁ ଭୁଶୁଡ଼ିଗଲା କେନାଲ...ମାଡ଼ି ଆସିଲା ପାଣି...ଆଜେବେଷ୍ଟ ଭାଙ୍ଗି କରାଗଲା ରେସ୍କ୍ୟୁ

କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରଭାବିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି। More

Panchang today 4th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କୁମ୍ଭମାସ  ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଦିବା ୦୪.୨୦ ଗତେ ଧନୁ, ତିଥି- ୮ମୀ ଦିବା ୦୮.୪୯ ଗତେ ୯ମୀ, ଘାତଚନ୍ଦ୍ର- ଦିବା ୦୪.୨୦ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି More

ତାତିରୁ ମିଳିବ ତ୍ରାହି; ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକା ବର୍ଷିବ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । More

ବିଜେଡି ଆଶାୟୀଙ୍କ ଖୋଲା ବିରୋଧ; ପଦ୍ମ ଧରିବେ ନରେନ ଓ ପ୍ରେମାନନ୍ଦ!

ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। More

ବକ୍ସ ଡ୍ରେନ୍ ଲୋକାର୍ପଣ ଶ୍ରେୟକୁ ନେଇ କଟକ ବିଜେଡି ଦୁଇ ଫାଳ

କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି। More

 ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବୃଦ୍ଧି ହେଲା ପେନସନ୍...

ବଢିଲା ନିର୍ମାଣ ଶ୍ରମିକଙ୍କ ପେନସନ। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ଶ୍ରମିକ ମାନଙ୍କ ପେନସନ ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । More

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ; ୯ ଜଣଙ୍କୁ ଅଟକ ରଖିଲା ପୋଲିସ...

ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । More

ଫାଳ ଫାଳ ବିଜେଡି କ୍ୟାମ୍ପ, ବିଜେପି ମୁହାଁ ହେଉଛନ୍ତି ଜଣଙ୍କ ପରେ ଜଣେ ଅସନ୍ତୁଷ୍ଟ

ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ। More

ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ? ପଦ୍ମ ଧରୁଛନ୍ତି ଜଣଙ୍କ ପରେ ଜଣେ ଟାଣୁଆ ଚେହେରା

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି। More