ସଂକ୍ଷେପରେ ଆଜିର ତାଜା ଖବର - Saturday, 24 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖଣ୍ଡଗିରି ଯାତ୍ରାରେ ଡବଲ ଶୋ'କୁ ନେଇ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର

ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର। More

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ଲୁଟେରାଙ୍କୁ ଧରିବାକୁ ତାଗିଦ କଲେ ପୋଲିସ କମିଶନର୍

ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ । More

ବ୍ଲାକ୍ ରୋଜ୍ ଭଳି ଦଶା ଭୋଗିବନି ତ MV ଦେବୀ ? ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି। More

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’...ଆବର୍ଜନା ପାଣି ଗନ୍ଧରେ ଫାଟୁଛି ପରିବେଶ...

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। More

ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା। More

ପିଛା ଛାଡୁନି ବିବାଦ; ସିସିଟିଭି ଲାଗିଛି, ଏଆଇ ଜଗିଛି...ତଥାପି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ !

ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ହଇଚଇ। ଅଭିଭାବକଙ୍କ ଉଦବେଗ, ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ। ସମୟ ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଧରିଲା AI । More

ନିଜେ ନିଜେ ନିଷ୍ପତ୍ତି ନେବା କୁଲାଙ୍ଗେଙ୍କୁ ପଡ଼ିଲା କି ମହଙ୍ଗା ? ବଦଳିଲେ BMC କମିଶନର... 

ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ନୂଆ କମିଶନର ହୋଇଛନ୍ତି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍‌ । More

ଗଠନ ହେଲା ୩୪ଟି ନୂଆ NAC...୫ ଏନ୍‌ଏସି ହେଲା ମ୍ୟୁନିସିପାଲିଟି...

ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । More

କାହାକୁ ବି ଛାଡ଼ୁନି, ଖୋଜି ଖୋଜି ତ୍ରୁଟି ବାହାର କରୁଛି AI

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି । More

ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି, ମୁକ୍ତି ମଣ୍ତପରେ ବ୍ରାହ୍ମଣଙ୍କର ନେଲେ ଆର୍ଶୀବାଦ

ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି । ଏହାସହ ନାଟମଣ୍ଡପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି । More

Panchang Today 24th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । More

ଓଃ କି ଶାନ୍ତି...ନିଦାଘ ତାତିରୁ ମିଳିଲା ନିସ୍ତାର...ଆକାଶରୁ ଝରିଲା ଜୀବନ ବିନ୍ଦୁ...

ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା । More

ଚର୍ଚ୍ଚାରେ ଅଟୋଚାଳକଙ୍କ ମହତପଣ...ଦାନ କଲେ ଝିଅର ଅଙ୍ଗ...

ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣ...ବ୍ରେନଡେଡ୍ ଘୋଷଣା ପରେ ଦାନ କଲେ ଝିଅର ଅଙ୍ଗ...ପ୍ରତ୍ୟାରୋପଣ ପାଇଁ ନୂଆଦିଲ୍ଲୀ ILBS ଗଲା ଲିଭର୍... More

ଫେବ୍ରୁଆରୀ ୧୪ରେ ଗିରଫ ହୋଇଥିଲେ ସଂଯୁକ୍ତା; ଆଜି ବାହାରିଲେ ଜେଲ୍‌ରୁ

୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ । More

କୁନି କୁନି ପିଲାଙ୍କ ପାଇଁ ଉନ୍ମୋଚିତ ହେଲା ‘ଗଳ୍ପମାଳା’ 

ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ବ୍ୟୋମକେଶ କରଙ୍କ ସ୍ମୃତି ଦିବସରେ ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ ।  More

ପୌରାଞ୍ଚଳରେ ବୁଲିଲା ବୁଲଡୋଜର, ଜୋରଦାର ହେଲା ଜବର ଦଖଲ ଉଚ୍ଛେଦ

ସରକାରୀ ଜମିରେ ଥିବା ଘର ଭାଙ୍ଗିଲା ପ୍ରଶାସନ । More

ନିଆଁ ଲାଗିଲେ କେମିତି ବର୍ତ୍ତିବେ, ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ମକଡ୍ରିଲ୍

ଅଗ୍ନିକାଣ୍ଡ ଘଟିଲେ କିଭଳି ମୁକାବିଲା ହେବ ଡେମୋ ପ୍ରଦର୍ଶନ । ଡେମୋ ପ୍ରଦର୍ଶନ କଲେ ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସର । More