ସଂକ୍ଷେପରେ ଆଜିର ତାଜା ଖବର - Tuesday, 23 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

SCB ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣାଙ୍କ ଦେହାନ୍ତ

SCBରେ ଚିକିତ୍ସାଧୀନ ଅବସ୍ଥାରେ ୬୯ ବର୍ଷ ବୟସରେ ପରଲୋକ ହୋଇଛି । More

ପୁଅ ନୁହେଁ ଘରକୁ ରାମ ଆସିଛନ୍ତି; ପ୍ରାଣ ପ୍ରତିଷ୍ଠାରେ ପିଲା ଜନ୍ମ କରି କୃତ୍ୟ କୃତ୍ୟ ବାପା ମା’

ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ । More

ସ୍ୱାସ୍ଥ୍ୟସେବାରେ ନୂଆ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ? More

ନିଲମ୍ୱିତ ନେତାଙ୍କୁ ଫେରାଇ ବଳ ଗୋଟାଉଛି ରାଜ୍ୟ କଂଗ୍ରେସ

ମୋକିମ୍, ସଗରିଆ ଓ ଚିରଞ୍ଜୀବଙ୍କ ଉପରୁ ହଟିଲା ସସପେନସନ୍ । ୨୪ ଲଢ଼େଇ ପାଇଁ ବିଜେଡି-ବିଜେପି ବିରୋଧରେ କଂଗ୍ରେସର ଦୃଢ ରଣନୀତି । More

ରାମ ମନ୍ଦିର ଲହରରେ ଭୟଭୀତ କି ବିଜେଡି ?

ଶାସକ ଦଳ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ । ‘ରାମ ମାହୋଲରୁ ଫାଇଦା ଚେଷ୍ଟାରେ ବିଜେଡି’ । More

ରାଉରକେଲାବାସୀଙ୍କୁ CMଙ୍କଠୁ ମିଳିଛି ଅନେକ ପ୍ରତିଶ୍ରୁତି, ହେଲେ ଏଯାଏଁ ପୁରଣ ହୋଇନି

ରାଉରକେଲା ସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ। More

ଏଥର ସାରଦା ପାଇବେ ତ ଟିକେଟ ? ଦଳରେ ଆଶାୟୀଙ୍କ ଲମ୍ବା ତାଲିକା !

ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ । More

AIIMSରେ ଡ୍ରୋନ୍ ସେବା; ଡ୍ରୋନ୍‌ରେ ପଠାଯିବ ରକ୍ତ,

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । More

ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା, ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ

କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା। ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ । More

ମା’ ତୁଇ ମୋର୍ ସାହା ଭରସା...ଆମ ଦୁଇ ଜଣଙ୍କୁ ଏକ କରିଦେ ମା’...

ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ... More

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ

ନିଆଁ ଲାଗିବା ପରେ ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । More

ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇଦେଲା ଡ୍ରାଇଭର, ଜଣେ ଗୁରୁତର

ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି। More

Panchang Today 23rd January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୩ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୧୩ଶୀ ରାତ୍ରି ୦୮.୩୯ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶି More

ଅଯୋଧ୍ୟା ପରେ ନୟାଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ସ୍ଥାପିତ ହେଲା ରାମ-ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର। More

ଅଯୋଧ୍ୟାରୁ ଓଡ଼ିଶା, ଗେରୁଆମୟ ସାରା ଓଡ଼ିଶା; ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’

ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ। More

ବଦଳିଲେ ୩୮ ଆଇଏଏସ୍‌ ଓ ୩ ଓଏଏସ୍‌; ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି। More

ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର

୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। More

Panchang Today 22 Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ.. More