ସଂକ୍ଷେପରେ ଆଜିର ତାଜା ଖବର - Sunday, 22 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍', ଦଶହରା ଓ ଭସାଣ ଉତ୍ସାହକୁ ଫିକା କରିବା ଆଶଙ୍କା

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। More

ପାର୍ବଣରେ କେତେ ସୁରକ୍ଷିତ ରାଜଧାନୀ ? କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍  ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି । More

ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା । More

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ; ରାତି ହେଲେ ଗାଁରେ ପଶି କରୁଛି ଶିକାର

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। More

ଭିନ୍ନ ଏକ ପରମ୍ପରା, ତେଲୁଗୁ ସମ୍ପ୍ରଦାୟର କଣ୍ଢେଇ ମେଳା

ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ । More

ମାତିଲେଣି ଚେନ୍ ଲୁଟେରା; ବମିଖାଲ ପୂଜା ମଣ୍ଡପରୁ ୧୦ ଭରିର ୪ଟି ସୁନା ଚେନ୍ ଲୁଟ୍‌

ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । More

ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି। More

ପୋଲିସ SI ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯବାନ

ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ। More

ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଫେରାର୍ ! ତାତିଲେ ମୃତକଙ୍କ ପରିବାର

କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି। More

Today Panchang 22nd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । More

ଆଜି ମହାମାୟାଙ୍କ ମହାଷ୍ଟମୀ; ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। More

ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଜେନାଖାଲରୁ ଭୋର୍ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି...ଗୁପ୍ତ ପୂଜା ପରେ ଛତର ମନ୍ଦିର ପ୍ରତ୍ୟାବର୍ତ୍ତନ କରୁଛନ୍ତି... More

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !!

ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ। More

ମଣ୍ଡପରେ ଚକ୍ଷୁଦାନ ପାଇଲେ ଦୁର୍ଗେ ଦୁର୍ଗତୀନାଶିନୀ; କଟକରେ ସୁନା, ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା । More

ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ, ନେତାଙ୍କ ଉପରୁ ତୁଟି ଯାଉଛି ସୁପ୍ରିମୋଙ୍କ ଭରସା ?

ଫେଲ ମାରିଲା କି ବିଜେଡିର ଜନସଂପର୍କ ପଦଯାତ୍ରା? କାହିଁକି ବଢିଲା ଅବଧି? ଜନ ସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ? ପଦଯାତ୍ରାରେ ଦଳୀୟ ଫାଟ ଢାଙ୍କିବାକୁ ଏହି ଉଦ୍ୟମ କି? More

ଲିକ୍, ପ୍ରିଣ୍ଟିଂ ମିସଟେକ୍ ପରେ ଏବେ ସିଲାବସ୍ ବାହାରୁ ପ୍ରଶ୍ନ, ବାରମ୍ବାର ପରୀକ୍ଷାରେ ତ୍ରୁଟିକୁ ନେଇ କ୍ଷୁବ୍ଧ ଚାକିରି ଆଶାୟୀ

ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା। More

ରକେଟ୍ ବେଗରେ ବଢୁଛି ସୁନା ଦର, ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ ପୁଅ ବିରଞ୍ଚି ମୁର୍ମୁଙ୍କ ଜନ୍ମ ବାର୍ଷିକୀ ପାଳିତ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏଲ୍ଏସ ବିଦ୍ୟାଳୟର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପାହାଡ ପୁର ସରପଞ୍ଚ ରୁକ୍ମଣୀ ମୁର୍ମୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ପାହାଡପୁରର ଗ୍ରାମବାସୀ ଉପସ୍ଥିତ ଥିଲେ । More