ସଂକ୍ଷେପରେ ଆଜିର ତାଜା ଖବର - Monday, 28 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଶଶିକଳାଙ୍କୁ ନେଇ ଚର୍ଚ୍ଚା

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା । More

ବିରୋଧୀଙ୍କୁ ଚୁପ୍‌ କରିବାକୁ, ବିଜେଡିର ଅଣ୍ଡା-ଢେଲା ମାଡ଼ ଷ୍ଟ୍ରାଟେଜୀ !

ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ । More

ଟାଟା ପାୱାର ସେକସନ୍ ଅଫିସରଙ୍କ କାରନାମା, ଡ୍ୟୁପ୍ଲିକେଟ୍ ରସିଦ୍ ଦେଇ ଗାହକଙ୍କଠୁ ଲୁଟ୍ !

ଠକ ଅଫିସରଙ୍କୁ ବାନ୍ଧି ଜେଲ୍ ପଠାଇଲା ପୋଲିସ୍ । ଟେନସନରେ ଠକେଇର ଶିକାର ହୋଇଥିବା ଗ୍ରାହକ । More

ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

​​​​​​​ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । More

ବିରୋଧୀଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ମିଛ ପଟ୍ଟା

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର । More

ପଞ୍ଚଭୂତରେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଅନ୍ତିମ ସତ୍କାର

ଶେଷ ଇଚ୍ଛା ଅନୁଯାୟୀ ଖାନନଗର ମଶାଣିରେ ଶେଷକୃତ୍ୟ । ଜୟନ୍ତ ଯୁଗର ଅବସାନ ପରେ ଝୁରୁଛନ୍ତି ସାହିତ୍ୟ ପ୍ରେମୀ । More

ରେଲୱେକୁ ଉନ୍ନତିକରଣ ଚିନ୍ତା, ଏପଟେ ଯାତ୍ରୀ ହଟହଟା

ଫାଇଦା ଉଠାଇ ଚଢ଼ା ଦର ନେଉଛନ୍ତି କ୍ୟାବ୍ ମାଲିକ । ରେଲୱେ କହିଲା ‘ଯାତ୍ରୀଙ୍କୁ ଦିଆଯାଉଛି ଆଗୁଆ ସୂଚନା’ । More

ସସ୍ମିତଙ୍କ ବଡ଼ ବୟାନ ! BJPରେ ମିଶିପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ଏପରି ଲୋକକୁ ଆପଣାଇ ଧର୍ମେନ୍ଦ୍ର କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ନିଜ ସ୍ୱାର୍ଥ ସାଧନ ପାଇଁ ପ୍ରଶାନ୍ତଙ୍କୁ କୋଳେଇ ନେବାକୁ ଯାଉଛନ୍ତି ଧର୍ମେନ୍ଦ୍ର ବୋଲି କହିଛନ୍ତି ସସ୍ମିତ । More

ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍; ପ୍ରମାଣ ସହ ଟ୍ୱିଟ୍‌ କରି ପଚାରିଲେ ପ୍ରଶ୍ନ

ଟେକା, ପଥର, ଅଣ୍ଡା ଓ କଳା ପତାକା ଧରିଥିବା ମହିଳାଙ୍କ ଫଟୋ ସେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ଲଗାଯାଉଛି । More

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ​ ଶେଷ ଇଚ୍ଛା କ’ଣ ଥିଲା ? ଜାଣନ୍ତୁ ...

ବିଦ୍ୟୁତ ଚୁଲାରେ ମୋ ମରଶରୀର ଦାହ କରିବ । ଜେ. ​ସରୋଜିନୀଙ୍କୁ ୨୦x୨୦ ଫୁଟ ଜମି ପ୍ରଦାନ। 'ସମସ୍ତ ଚିଠି ଓ ଅସଂପୂର୍ଣ୍ଣ ପାଣ୍ଡୁଲିପି ପୋତି ଦେବ । More

Today Panchang 28th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର । ଚନ୍ଦ୍ର – ଧନୁ ଦିବା ୧୦.୩୮ ଗତେ ମକର । More

ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା

ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର More

ଗୁରୁଣ୍ଡି ଗୁରୁଣ୍ଡି ଟ୍ୟୁସନ୍‌ କଲେ ପରିବାରର ଭୋକ ମେଣ୍ଟିବ

ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି More

ଆଉ ନାହାନ୍ତି ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ଆଜି SCB ବଡ ମେଡିକାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । More

ବଦଳିଛି ରାକ୍ଷୀ ଟ୍ରେଣ୍ଡ; ପ୍ଲାଷ୍ଟିକ ନୁହେଁ... କ୍ଷୀର, ଦହିରୁ ତିଆରି ହେଉଛି ଆକର୍ଷଣୀୟ ରାକ୍ଷୀ

ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ । More

ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା । More

ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାତିଲେ ରାଜଧାନୀର ବସ୍ତିବାସିନ୍ଦା

ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ । More