ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେମିତି ହୁଏ ମହାପ୍ରଭୁଙ୍କ ବନକଲାଗି, ଜାଣନ୍ତୁ

ଦୁଆର ବନ୍ଦ, ଦର୍ଶନ ବନ୍ଦ। ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି। ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି। More

ଅଲୋଡା ହେଉଛି କି ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ ?

ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ। More

ବଦଳୁଛି କି ବିଜେଡିର ସମଦୂରତା ଫର୍ମୁଲା ? NDA ଆଡକୁ ଢଳୁଛି କି ବିଜେଡି ?

ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ। More

ପୁଣି ପ୍ରେମିକ ଦୁଆରେ ଦୀପିକାଙ୍କ ଧାରଣା: ପ୍ରେମିକଙ୍କ ସଂପର୍କିୟ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ 

ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ। More

ସହାନୁଭୂତି ନୁହେଁ, ସମାନୁଭୂତିରେ ମାନବ ଅଧିକାରକୁ ବିଚାର କରିବା ଦରକାର: ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍‍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ। More

ବଡ଼ ଖବର ! ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ୍‌

ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। More

Today Panchang 9th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ More

ଡାକ୍ତର ଲେଖିଲେ ଗଳା ସଂକ୍ରମଣ ସ୍ପ୍ରେ, ଔଷଧ ଦୋକାନୀ ଦେଲେ ରକା ସ୍ପ୍ରେ... ୬ ବର୍ଷର ଶିଶୁ ଗୁରୁତର

ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। ହେଲେ ଔଷଧ ଦୋକାନର କର୍ମଚାରୀ ଦେଇଦେଲେ ରକା ଉପଶମର ସ୍ପ୍ରେ। ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।  More

ଆଜି ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। More

କଲରାପତରିଆ ବାଘକୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି

ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା। More

ଦାଦନରୁ ଡାକ୍ତର ହେଲେ, ଦିବ୍ୟାଙ୍ଗ ବି ନିଟ୍ ପରୀକ୍ଷାରେ କମାଲ କଲେ

ଦାଦନରୁ ଡାକ୍ତରୀ ଛାତ୍ର ହୋଇଥିବା ରାୟଗଡାର କୃଷ୍ଣ ଅଟକା ଏବଂ ପିଲାଟି ଦିନରୁ ଦିବ୍ୟାଙ୍ଗ ଯନ୍ତ୍ରଣା ଭୋଗୁଥିବା ଢେଙ୍କାନାଳର ଅଶ୍ରୁମୋଚନ ନାୟକ । ଆସନ୍ତୁ ଜାଣିବା ସଫଳତାର ଦୁଇଟି ଭିନ୍ନ କାହାଣୀ । More

ହତ୍ୟା ନା ଆତ୍ମହତ୍ୟା; ହୋଟେଲ ରୁମ୍‌ରେ କେମିତି ହେଲା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ?

କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ । More

ହୋଟେଲ୍‌ରେ ବଢ଼ିଲା ମିଲ୍ସ ରେଟ୍‌ ! ଟମାଟୋ ପଡ଼ିଲେ ରେଟ୍‌ ବଢ଼ିବ

ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ। More

ଟାଟା ପାୱାରର ଭୁଲ ପାଇଁ ବଳି ପଡ଼ିଲେ କି କର୍ମଚାରୀ ?

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ । More

ଅନାସ୍ଥାକୁ ବିରୋଧ କରି ଅଡ଼ୁଆରେ BJD ! ନବୀନଙ୍କ ସମଦୂରତ୍ୱ ନୀତିକୁ ଜାତୀୟ ସ୍ତରରେ କଟାକ୍ଷ

ଦିଲ୍ଲୀ ସର୍ଭିସ୍ ବିଲ୍‌କୁ ସମର୍ଥନ ପରେ ବିଜେଡିକୁ ଟାର୍ଗେଟ୍ । ବାଧ୍ୟବାଧକତା କହି ବିରୋଧୀଙ୍କ ସମାଲୋଚନା । More