ସଂକ୍ଷେପରେ ଆଜିର ତାଜା ଖବର - Wednesday, 07 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗ୍ରୀନ ସିଗ୍ନାଲ ମିଳିଲା : ବାହାନଗାରେ କରମଣ୍ଡଳ ଗଡିଲା..ଦେଖନ୍ତୁ ଏକ୍ସକ୍ୟୁସିଭ୍‌ ଦୃଶ୍ୟ

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା More

ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି। More

କେତେ ଜଣଙ୍କ ଜୀବନ ନେଇଛି କରମଣ୍ତଳ..୨୭୫ ନା ୨୮୮ ?

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି । More

କରମଣ୍ଡଳ ଟ୍ରାଜେଡି ବେଳେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି ଦୃଶ୍ୟ

ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି। More

ବାହାନଗା ସ୍କୁଲ ପିଲାଙ୍କୁ ଘାରିଛି ଅଜଣା ଡର ! ଖରାଛୁଟି ସରିବା ଆଗରୁ ହେବ ପୂଜାପାଠ

କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ତେଣେ ମୃତଦେହ ସ୍ଥାନାନ୍ତର ପରେ ଶ୍ରେଣୀ ଗୃହକୁ ସାନିଟାଇଜ୍ ସରିଛି ଓ ସ୍କୁଲ ଖୋଲିବା ପୂର୍ବରୁ ପୂଜାପାଠ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ଡିଇଓ କହିଛନ୍ତି ଡର ଭୟ ଛାଡ଼ିବାକୁ ଅଭିଭାବକଙ୍କୁ ବି ବୁଝାଇବୁ ।.. More

ବାହାନଗା ଟ୍ରେନ୍ ଟ୍ରାଜେଡି:ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ,ରେଳ ଅଧିକାରୀଙ୍କ ଫୋନ୍ ସିଜ୍ କଲା ସିବିଆଇ

ଯାନ୍ତ୍ରିକ ତ୍ରୁଟି ନା ଅନ୍ତର୍ଘାତୀ କାର୍ଯ୍ୟ ? ଆଜି ବି CBIର ଗ୍ରାଉଣ୍ଡ ଜିରୋରେ ସରଜମିନ ଖୋଳତାଡ଼ … More

ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ

କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । More

BIG BREAKING : ଯାଜପୁରରେ ଟ୍ରେନରେ କଟି ୪ ମୃତ, ୪ ଗୁରୁତର

ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୪ ମୃତ More

Odisha Train Tragedy: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ ଚାରି ସାଙ୍ଗ, ଏବେ ଗାଁକୁ ଫେରିଲା ଶବ

ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର More

Train Tragedy: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । More

ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ । More

Train Tragedy: ଅନୁକମ୍ପା ଟଙ୍କା ପାଇଁ ଅଜଣା ଶବକୁ ସ୍ୱାମୀ କରିଥିଲେ, ଏବେ ସତ ସ୍ୱାମୀ ଥାନାରେ ଏତଲା ଦେଲେ

ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ । More

Train Tragedy: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..

ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଥିବା କହିଲେ । More

Train Tragedy: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି । More

କେତେ ରଖିଛନ୍ତି କଳାଧନ ! ଓଡ଼ିଶାରେ ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ...

ସୋସିଆଲ ମିଡିଆରେ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍‌ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ । More

ମାଆ କୋଳ ଖାଲି କରିଦେଲା କରମଣ୍ଡଳ ଟ୍ରାଜେଡି

ସ୍ତ୍ରୀ ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କୁନି ବୟସରେ ବାପ ଛେଉଣ୍ଡ କରି ଦେଲା କାଳ ଶୁକ୍ରବାର । ହସିଲା ସଂସାର ଉଜାଡି ଦେଲା କାଳରୂପୀ କରମଣ୍ଡଳ । More

Train Tragedy: ଚାରିଆଡ଼େ କାନ୍ଦ ବୋବାଳି, କାହାକୁ ବଞ୍ଚାଇବେ.. ଯବାନ ବଖାଣିଲେ ଅନୁଭୂତି

ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ। More

Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ । More

Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ । More