ସଂକ୍ଷେପରେ ଆଜିର ତାଜା ଖବର - Wednesday, 31 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପାଣ୍ଡିଆନଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ’ କହିଲେ ପ୍ରମିଳା ବିଶୋୟୀ

ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଅଛନ୍ତି। ଅଥଚ କିଛି କହୁନାହାଁନ୍ତି। More

ଭୁବନେଶ୍ୱରରେ ଚନ୍ଦା-ବାୱରିଆ ଲୁଟେରା ଗ୍ୟାଙ୍ଗକୁ ନେଇ ଚିନ୍ତାରେ କମିଶନରେଟ୍ ପୋଲିସ୍

ଗତ ୮ ଦିନ ମଧ୍ୟରେ ୮ଟି ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଚୋରି ପଛରେ ରହିଛି ଏହି ଚନ୍ଦା ଗ୍ୟାଙ୍ଗ। ପୋଲିସ ସୂଚନା ଅନୁସାରେ, ଗ୍ୟାଙ୍ଗରେ ୫ ରୁ ୬ଜଣ ସଦସ୍ୟ ରହିଛନ୍ତି। ଗ୍ୟାଙ୍ଗର ସଦସ୍ୟ ଦିନ ବେଳା ବାଇକରେ ଆସି ରେକି କରନ୍ତି ଏବଂ ରାତିରେ ଲୁଟପାଟ କରୁଛନ୍ତି। More

ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ ଫଳ,୨ ଘଣ୍ଟା ପରେ ବି ୱେବସାଇଟରେ ମିଳିଲାନି ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦିଆଯାଇଥିବା ୱେବସାଇଟ orissaresults.nic.inରେ ରେଜଲ୍ଟ ଦୀର୍ଘ ସମୟ ଯାଏଁ ଉପଲବ୍ଧ ନହେବାରୁ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଥିଲା More

+2 ପରୀକ୍ଷାରେ ଫାଷ୍ଟ୍ କ୍ଲାସ୍‌ ନପାଇବାରୁ ୩ ମହଲା କୋଠାରୁ ଡେଇଁଲେ ଛାତ୍ରୀ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ଜୀବନ ହାରିଦେବାର ନିଷ୍ପତ୍ତି ନେଇଥିଲେ। More

କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ ଘଟଣାରେ ୨ ସହକାରୀ ଯନ୍ତ୍ରୀ ସସ୍‌ପେଣ୍ଡ

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ମାମଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ନାବାଳିକା ଏନ୍. ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। More

ବକ୍ସଡ୍ରେନ୍ ପାଇପରେ ଫସି ନାବାଳିକା ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

କଟକ ବକ୍ସ ଡ୍ରେନ୍ ଟ୍ରାଜେଡି ପାଇଁ ଦାୟୀ କିଏ? ଦୁଇ ଦିନରେ ଦୁଇଟି ଅଘଟଣରେ ଗଲା ଦୁଇ ଜଣଙ୍କ ଜୀବନ। ଏଥିପାଇଁ ବଢ଼ୁଛି ଅସନ୍ତୋଷ।  More

୮ ସୁଦ୍ଧା ପ୍ରକାଶ ପାଇପାରେ +2 କଳା ରେଜଲ୍ଟ

ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କାଉନସିଲ୍ ପ୍ରକ୍ରିୟା ଆରମ୍ଭ କରିଛି। More

‘ଜାଣିଶୁଣି.. ଏମାନେ କଟକକୁ ମରଣଯନ୍ତାରେ ପରିଣତ କରିଛନ୍ତି’

ଡ୍ରେନ ପାଇପରେ ଚାପି ହୋଇ ନାବାଳିକାର ମୃତ୍ୟୁ ଘଟଣା । ମେୟର ଓ କମିଶନରରଙ୍କୁ ଘେରିରେ ସ୍ଥାନୀୟ ଲୋକେ । More

NREGS ଯୋଜନାରେ ଦୁର୍ନୀତି, ମାଟି ପୋତା କାମରେ ମନଇଚ୍ଛା ବିଲ୍

ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ। More

ବଢ଼ିଲା ଓଡ଼ିଶା ସରକାରୀ କର୍ମଚାରୀଙ୍କ ଅନୁକମ୍ପା ସହାୟତା ରାଶି

ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି ହୋଇଛି। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ। More

ଖୋଲିଲା ୱେବସାଇଟ୍‌; ୨ ଘଣ୍ଟା ପରେ ରେଜଲ୍ଟ ଦେଖିପାରିଲେ ପିଲା

ଦେଢ଼ ଘଣ୍ଟା କାଳ ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା । More

ଖୋଲୁନି ୱେବସାଇଟ୍‌; ଦେଢ଼ ଘଣ୍ଟା ହେଲା ରେଜଲ୍ଟ ଦେଖି ପାରୁନାହାନ୍ତି ପିଲା

ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ରେଜଲ୍ଟ ଦେଖିହେଉନି । More

CHSE +2 ରେଜଲ୍ଟ: ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । More

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି।  More

ଆଉ ମୂଲ ଲାଗିବେନି କର୍ମା: ପାଠପଢ଼ିବା ପାଇଁ ଦିନ ମଜୁରିଆ କାମ କରୁଥିଲେ ଏହି ଟପ୍ପର ଛାତ୍ରୀ...

ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ। ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପ୍ରଶାସନ ପରେ ପ୍ରଶାସନ ଚେତିଛି। More

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ,ତମାଖୁ ପ୍ରାଣ ଘାତକକାରୀ

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ, ଅର୍ଥ ଅପଚୟ ଓ ଘାତକ ରୋଗର କାରଣ ତମାଖୁ । ଯେଉଁମାନେ ତମାଖୁ ସେବନ ପରେ ଦୁଃଖଦ ସମୟ ଦେଇ ଗତି କରିଛନ୍ତି।...ତମାଖୁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି। More

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ। ନିଶ୍ଚିନ୍ତକୋଇଲି ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। More

ଆଜି ବାହାରିବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହେବ। More

କଟକରେ ଦୁଇ ଦିନରେ ଦୁଇ ଦୁଇଟି ଅଘଟଣ; ଆକ୍ସନ ମୋଡରେ ପ୍ରଶାସନ

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି । More

ମଜୁରି ଖଟୁଛନ୍ତି ଜିଲ୍ଲା ଟପ୍ପର; ରମାଦେବୀର ଛାତ୍ରୀ, ଗାଁରେ ନିର୍ମାଣ ଶ୍ରମିକ

ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି । More

ହାଉ ଜାଉ ଦେଶୀ ଆମ୍ବ; ବାଇଗଣପଲେଇକୁ ହତାଦର

କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ? More

ବଢୁଛି ଡେଡଲାଇନ୍, ସରୁନି ଐତିହ୍ୟ କରିଡ଼ର କାମ

ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି । More

ଆଉ ନାହିଁ ଟେବୁଲ ତଳିଆ କାରବାର, ଫୋନ ପେ’ରେ ଘୁସ୍ ନେଲେ ଟାଟା ପାୱାର କର୍ମଚାରୀ

ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର । More