ସଂକ୍ଷେପରେ ଆଜିର ତାଜା ଖବର - Saturday, 13 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାଷୀଙ୍କୁ କନ୍ଦାଉଛି ପିଆଜ; କିଲୋକୁ ୫ରୁ ୭ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ

ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । More

ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ; ଉତ୍ସବମୁଖର ବିଜେଡି କ୍ୟାମ୍ପ

ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ । ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍ । ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା । More

ଏବେ ବି ଚର୍ଚ୍ଚାରେ ‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନି

ଆଇପିଏଲ୍ ୨୦୨୩ ସିଜନ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ। More

ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୂର୍ଣ୍ଣ: ନବୀନ

ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି... More

ଇଗୋ ଛାଡ଼ିଲେ ଓଡ଼ିଶାରେ କଂଗ୍ରେସକୁ ସଫଳତା ମିଳିବ: କଂଗ୍ରେସ ନେତା ଭକ୍ତ ଦାସ

ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ More

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ୱ

କାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। More

ବିଜେଡି ଜିତଲା ଝାରସୁଗୁଡ଼ା ବାଜି, ୪୮,୬୧୯ ହଜାର ଭୋଟ୍‌ରେ ଦୀପାଳି ବିଜୟୀ

ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି । More

ASO Recruitment 2023: ସ୍ଥଗିତ ହେଲା Viva-Voce Test ଟେଷ୍ଟ, ଚେକ୍‌ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତାରିଖ...

ଯେଉଁ ପ୍ରାର୍ଥୀ କମ୍ପ୍ୟୁଟର ପରୀକ୍ଷାରେ ପାସ୍‌ କରିବେ ସେମାନେ ନିଯୁକ୍ତିର ଫାଇନାଲ ଷ୍ଟେଜ- Viva-voce Test ଦେବେ। ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଏହି Viva-voce Test ହୋଇଥାନ୍ତା। ହେଲେଏହାକୁ ସ୍ଥଗିତ ରଖାଯାଇଛି। More

ଜଗା ଦର୍ଶନ ପାଉଁ ଯାଉଥିବା ବେଳେ ଛକିଥିଲା ଯମ, ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗ ଜୀବନ . . . More

Jharsuguda Bypoll : ଦଶମ ରାଉଣ୍ଡ ସୁଦ୍ଧା ୨୫,୪୮୪ ଭୋଟ୍‌ରେ ଆଗୁଆ ବିଜେଡି

ଦଶମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ More

ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ

ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। More

Jharsuguda Bypoll: ଖୋଲିବ EVM, କାହାର ହେବ ଝାରସୁଗୁଡ଼ା ? କିଏ ମାରିବ ବାଜି ?

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା । ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ। More

ଆଜ୍ଞାମାଳ ଆସିବା ପରେ ସଂପନ୍ନ ହେଲା ତିନି ରଥର ଚକଡେରା ନୀତି

ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ । More

ସନ୍ତାନ ହେଲେ ବାପା ହେବାକୁ ଇଚ୍ଛା: ଦୂତି ଚାନ୍ଦ

ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା । More

ମୋଦିଙ୍କୁ ବିରୋଧ କରି ରିସ୍କ ନେବାକୁ ଚାହୁଁନାହାନ୍ତି କି ନବୀନ ?

ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ More

କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ । More

CBSE Results 2023: ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ

ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% । More