ସଂକ୍ଷେପରେ ଆଜିର ତାଜା ଖବର - Monday, 10 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନକଲି ସାର୍ଟିଫିକେଟ: ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲେ ମହାଡାକପାଳ

୯୫ ପ୍ରତିଶତରୁ ଅଧିକ ମାର୍କ ରଖି ବିଭିନ୍ନ ସ୍ଥାନରେ କିଏ ପୋଷ୍ଟମାଷ୍ଟର ତ କିଏ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବନିଛନ୍ତି। More

‘ଓଡ଼ିଶା ପରିବାର’ ନିର୍ଦ୍ଦେଶାଳୟ ଗଠନ ପୂର୍ବରୁ କେଁ, ସରକାରୀକରଣ କରିବା ନେଇ ବର୍ଷିଲେ ବିରୋଧୀ

ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଜୁଏଲ ଓରାମ ଓ ଅଶ୍ବିନୀ ପାତ୍ରଙ୍କ ମଧ୍ୟରେ କଥା କଟାକାଟି । More

ଡାକ ଓ ଶିକ୍ଷା ବିଭାଗରେ ଜାଲ୍ ସାର୍ଟିଫିକେଟ୍ କାଣ୍ଡ, ସରକାରୀ କର୍ମଚାରୀଙ୍କ ଛାତି ଧଡ଼ଧଡ଼ 

୨୦୧୮ରୁ ନିଯୁକ୍ତ ଡାକ କର୍ମଚାରୀଙ୍କ ହେବ ପ୍ରମାଣପତ୍ର ଯାଞ୍ଚ, ତେଣେ ବଲାଙ୍ଗିର । କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ ୭ ଦଲାଲ ଓ ସରକାରୀ ଚାକିରିଆ । More

ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ । More

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦେଶର ଶ୍ରେଷ୍ଠ ବ୍ଲକ୍, ମିଛ ରିପୋର୍ଟ କହିଲେ ବିରୋଧୀ

ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଓ ଜିଲ୍ଲା ଗଂଜାମକୁ ଆସନ୍ତା ୧୭ ତାରିଖରେ ମିଳିବ ନମ୍ବର ୱାନ ପୁରସ୍କାର। More

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିସ୍ଫୋରକ ବୟାନ: ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା

ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି । More

ଝାରସୁଗୁଡ଼ା ଉପନିର୍ବାଚନ, ତରୁଣ ପାଣ୍ଡେ ହେଲେ କଂଗ୍ରେସ ପ୍ରାର୍ଥୀ

BJP ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ଦିଲ୍ଲୀରେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ଜଣାପଡ଼ିଛି ।  More

ଓଃ କି ତାତି..ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ

କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି । More

ECMO ସପୋର୍ଟରେ ବିରଳ ଅପରେସନ୍; ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। More

ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ..

ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । More

ବାଃ ବାଃରେ ସରକାର!! ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି

ବର୍ଷ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି । More

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତାଦେଖା

ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ । ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । More

ରାଜ୍ୟରେ ଖୋଲିବ 'ଓଡ଼ିଶା ପରିବାର' ନିର୍ଦ୍ଦେଶାଳୟ

କଂଗ୍ରେସ କହିଛି ବିଜେଡିର ମୋ ପରିବାର ସଂଗଠନକୁ ସରକାରୀକରଣ କରିବାକୁ ସରକାରଙ୍କ ଇଏ ଏକ ଚାଲ। More

ବିଜେପିର ମିଶନ ଓଡ଼ିଶା; ଦିଲ୍ଲୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । More

ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା More

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।... More

ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି। More