ସଂକ୍ଷେପରେ ଆଜିର ତାଜା ଖବର - Sunday, 05 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅକ୍ଷମ କରିପାରିଲାନି ପୋଲିଓ ବେଡି : ଜାତୀୟ ଭାରୋତ୍ତୋଳନରେ ଏକାଧିକ ପଦକ ଜିତିଲେ ଦିବ୍ୟାଙ୍ଗ

ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ More

ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ବୋଲି ପାଚରିଲେ BJD ତେତା ଦେବାଶିଷ

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି । More

ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS । More

ହତ୍ୟାକାଣ୍ଡକୁ ସପ୍ତାହେ ପୁରିଲା, ଏଯାଏଁ ରହିଛି ସସପେନ୍ସ ! କାହିଁକି ନବଙ୍କୁ ହତ୍ୟା କଲା ଗୋପାଳ ? 

ଏବେବି ରହସ୍ୟ ଘେରରେ ଅପରାଧ ଉଦ୍ଦେଶ୍ୟ । More

ବାଲି ପାଇଁ ବାଲେଶ୍ୱରରେ ମହାଭାରତ : NGTଙ୍କ ବାରଣ ସତ୍ତ୍ୱେ ସୁବର୍ଣ୍ଣରେଖାରୁ ବାଲି ଚୋରି

ରାତିରେ ବାଲି ଡମ୍ପିଂ କରି ଦିନରେ ବିକ୍ରି More

ମାର୍ଚ୍ଚ ୧୦ ରୁ ୨୦ ମାଟ୍ରିକ୍‌ ପରୀକ୍ଷା...

ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।  More

ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ । More

ମୁଖ୍ୟମନ୍ତ୍ରୀ-ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଗୃହ ବିଭାଗ ଛାଡ଼ନ୍ତୁ ନବୀନ

ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି । More

କାମରେ ଲାଗୁନି ସରକାରଙ୍କ ଧାନ ଖଳା ଯୋଜନା, ରାସ୍ତାରେ ଅମଳ ହେଉଛି ଧାନ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି More

ସବୁ ମୋର ମୋର କହି ଗୋଚର ଜମିକୁ ମାଡ଼ି ବସିଲେ, ଏବେ ବିପଦରେ ଗୋ ସମ୍ପଦ

ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି.... More

୫ ଦିନ ହେଲାଣି ଖେଳୁଛି ଗୋଟିଏ ବହି

ବିଶେଷକରି ଅଭିନେତା କାହ୍ନାଙ୍କ ଦମଦାର ଅଭିନୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି । ପାରିବାରିକ କାହାଣୀକୁ ନେଇ ଆଖି ତୋର, ଲୁହ ମୋର ନାଟକରେ ନାୟକ କାହ୍ନା ଓ କମେଡି କିଙ୍ଗ ବ୍ରଜ ପାଣି ଏବଂ ନାୟିକା ଟିକିନାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ.... More

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଧର୍ମେନ୍ଦ୍ର କହିଲେ- ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି। More

Today Panchang 5th Feb 2023: ଶୁଭ ମୁହୂର୍ତ୍ତ ଦେଖି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ, ରବିବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି – ପୂର୍ଣ୍ଣିମା ରାତ୍ରି ୧୧.୫୮ ଗତେ ପ୍ରତିପଦ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମେଷ ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ଚର୍ଚ୍ଚାରେ ମିଟୁ ଓ ଲକ୍ଷ୍ମୀଙ୍କ ଯୋଡ଼ି, ଦୃଷ୍ଟିବାଧିତଙ୍କୁ ଜୀବନ ସାଥି କଲେ ଯୁବତୀ

ବର ଜନ୍ମରୁ ଦୃଷ୍ଟି ବାଧିତ ଥିବା ଜାଣି ମଧ୍ୟ ସାତ ଜନ୍ମର ସାଥି କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବତୀ ଜଣକ । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମରେ । More

ଚିରନିଦ୍ରାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର

ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି  ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ। More

ବିଳମ୍ବରେ ମେଡିକାଲ ଯାଉଥିବାରୁ ବଞ୍ଚିପାରୁନି ରୋଗୀଙ୍କ ଜୀବନ: କ୍ୟାନସର ବିଶେଷଜ୍ଞ

ସାରା ରାଜ୍ୟରେ ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି। More

ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର

ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର? More

ମନ୍ତ୍ରୀ ନବଙ୍କ ହତ୍ୟା ପଛରେ ରହିଛି କି କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ?

କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ? More

ମନ୍ତ୍ରୀ ନବ ଦାସ ହତ୍ୟା ପରଠୁ ହୁଲସ୍ତୁଲ୍ ପାୱାର କରିଡର୍

କାହିଁକି ଆର୍ଥିକ କାରବାର ଦିଗ ଉପରେ ଫୋକସ୍ କରିଛି ତଦନ୍ତକାରୀ ସଂସ୍ଥା ? More