ସଂକ୍ଷେପରେ ଆଜିର ତାଜା ଖବର - Friday, 03 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

'ମୃତଦେହର ଅପରେସନ କରିବା ପୃଥିବୀର ପ୍ରଥମ ଘଟଣା'

ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। More

ଓଡ଼ିଶା ରାଜନୀତିରେ ଚହଳ: ରବି ନନ୍ଦଙ୍କୁ ମଞ୍ଚରୁ ଓହ୍ଲାଇ ଦେଲେ ବବି ଦାସ

କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ। More

ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି। More

ଈଶ୍ୱରଙ୍କ ଚମତ୍କାର; ମୃତ ମହିଳାଙ୍କ ଫେରିଲା ଜୀବନ

ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା। More

ସ୍ୱର୍ଣ୍ଣ ଜିତିଲେ ଓଡ଼ିଶା ମହିଳା ଖୋ ଖୋ ଟିମ୍

ରାଜ୍ୟ ସରକାର ବିଜୟୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। More

ଯେତିକି ମାଗିଥିଲେ ରାଜ୍ୟ ସରକାର, ତା’ଠାରୁ ଅଧିକ ଦେଲେ କେନ୍ଦ୍ର ସରକାର...

ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି । More

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଡିଜିପି କହିଲେ- ‘ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ। More

ଭୁଲିଗଲେ ମାନବିକତା: ଦେହ ଖରାପ ହେବାରୁ ବସ୍‌ରୁ ମହିଳାଙ୍କୁ ଓହ୍ଲାଇ ଦେଲେ କଣ୍ଟକ୍ଟର, ରାସ୍ତାରେ ଛଟପଟ ହୋଇ ଚାଲିଗଲା ଜୀବନ

ବସ୍‌ରେ ଯାଉଥିବା ମହିଳା ହଠାତ୍‌ ଅସୁସ୍ଥ ଅନୁଭବ କରିବା ବସ୍‌ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  More

ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ଗର୍ଲଫ୍ରେଣ୍ଡ୍‌ଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। More

ପୁଣି ତେଜିଲା ‘କିଏ ଭଲ’ ରାଜନୀତି ? BSKY ନା ଆୟୁଷ୍ମାନ ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । More

ସୁନା ଦର ହେବ ଆକାଶ ଛୁଆଁ: ୬୫ ହଜାର ଟଙ୍କା ଛୁଇଁବା ନିଶ୍ଚିତ !

ସୁନାର ଆକାଶଛୁଆଁ ଦର ସୁନାପ୍ରେମୀଙ୍କୁ ବି ସୋରୁମ୍ ଯିବାକୁ ନିରୁତ୍ସାହିତ କରିବା ଆରମ୍ଭ କଲାଣି। More

କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ। More

‘ସୁରକ୍ଷିତ ନୁହେଁ ଗୋପାଳ, କିଛି ହେଲେ ଦାୟୀ ରହିବେ ରାଜ୍ୟ ସରକାର’

ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ More

ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳର ହାତଲେଖା

୧୨ ଖଣ୍ଡ କାଗଜରେ ଲୁଚି ରହିଛି କି ହତ୍ୟା ରସହ୍ୟ ? More